Masthead

ଫେଲ୍ ମାରିଛି ସ୍ୱଚ୍ଛ ଭାରତ ମିଶନ

ସାରସକଣା (ବଡ଼ ଖବର ବ୍ୟୁରୋ): ଗାଁ ପରିମଳ ଧୋବା ତୁଠରୁ । ମୟୂରଭଞ୍ଜ ଜିଲ୍ଲାର ଏକ ମେଡିକାଲର ବାସ୍ତବ ଚିତ୍ର । ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମ ଗୃହ ଅଛି ସତ, କିନ୍ତୁ ମଣିଷ ବଦଳରେ କୁକୁର ଓ ସାପ ନେଉଛି ଫାଇଦା । ଗୋଟେ ପଟେ କୁକୁର ସୋଇଥିବା ବେଳେ ଆଉ ଅନ୍ୟ ପଟେ ରହିଛି ସାପ । ଏଭଳି ଦୃଶ୍ୟ ହେଉଛି ମୟୂରଭଞ୍ଜ ଜିଲ୍ଲା ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଦୃଶ୍ୟ ।

ସ୍ୱଚ୍ଛ ଭାରତ ମିଶନ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା କହୁଥିବା ବେଳେ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ବିକଳ ଚିତ୍ର । ସ୍ଵଛ ଭାରତ ନାଁରେ ଆସୁଥିବା କୋଟି କୋଟି ଟଙ୍କା ଏଠି ଆତ୍ମସାତ ହେଉଛି । ଏହି ଡାକ୍ତରଖାନା ପରିସରରେ ଥିବା ସ୍ୱାବ କଲେକସନ୍ ସେଣ୍ଟର ଓ ବିଶ୍ରାମଗାର ଭିତରେ ପୋଡ଼ିରହିଛି ପୁଳା ପୁଳା ମେଡ଼ିସିନ, ଅବ୍ୟବହୃତ ପିପିକୀଟ, ଭଙ୍ଗା ଚେଆର ଟେବୁଲ । ମେଡିକାଲ କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ ଉତ୍ତର ରଖିବାକୁ ମନାକରିଦେଇଛନ୍ତି । ମହାତ୍ମାଗାନ୍ଧୀଙ୍କ ଫଟୋ ରଖି ସ୍ୱଚ୍ଛତାର ବାର୍ତ୍ତା ବାଣ୍ଟୁଥିବା ମେଡ଼ିକାଲ କର୍ତ୍ତୃପକ୍ଷ ଗାନ୍ଧିଜୀଙ୍କୁ ଅପମାନିତ କରୁନାହାନ୍ତି କି?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ