Masthead

ଏଣିକି ଶ୍ରମିକଙ୍କୁ ଟଙ୍କା ନୁହେଁ ବରଂ ଗହମ ଦେବ ତାଲିବାନ

କାବୁଲ(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନକୁ ତାଲିବାନ କିପରି କବଜା କରିଛି ତାହା ସାରା ବିଶ୍ୱ ଦେଖିଛି । ତାଲିବାନ ଶାସନ କ୍ଷମତାକୁ ନେବା ପରେ ଆଫଗାନିସ୍ତାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏହା ମଧ୍ୟରେ ତାଲିବାନରେ ବ୍ୟାପକ ଖାଦ୍ୟ ସଙ୍କଟ ଦେଖାଦେଇଥିବାର କଥା ସାମ୍ନାକୁ ଆସିଛି । ଏପରିକି ଦେଶରେ ଆର୍ଥିକ ସଙ୍କଟ ମଧ୍ୟ ଏବେ ବ୍ୟାପକ ରୂପ ଧାରଣ କଲାଣି । ଲୋକମାନଙ୍କୁ ରୋଜଗାର ଦେଇପାରୁନି ତାଲିବାନ ।

ଏହାରି ମଧ୍ୟରେ ତାଲିବାନ ସରକାର ଘୋଷଣା କରିଛି ଯେ, ଶ୍ରମିକମାନଙ୍କୁ କାମ ବଦଳରେ ପଇସା ନୁହେଁ ବରଂ କହମ ଦିଆଯିବ । ଏଣିକି ଆଫଗାନିସ୍ତାନରେ ଶ୍ରମିକମାନେ କାମ କରିବା ପରେ ପାରିଶ୍ରମିକ ବାବଦରେ ଟଙ୍କା ଦିଆଯିବ ନାହିଁ । କାମ କରି ସାରିବା ପରେ ଗୋଟିଏ ଲେଖାଏଁ ଗହମ ବସ୍ତା ଦିଆଯିବ । ତାଲିବାନ ସରକାର ଶ୍ରମିକମାନଙ୍କୁ ଦରମା ହିସାବରେ ଟଙ୍କା ବଦଳରେ ଗହମ ଦେବାକୁ ବାଧ୍ୟ ହେଉଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ