Masthead

ଭାରତରେ ନୂଆ ଭାରିଆଣ୍ଟ ଡେଲ୍ଟା ପ୍ଲସ-ଏୱାଇ.୪.୨

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତରେ କରୋନା ମହାମାରୀ ଆୟତ୍ତ୍ୱ ହେବାରେ ଲାଗିଛି । ସେପଟେ କିଛିଦିନ ପୂର୍ବରୁ ଭାରତ ଖୁବ କମ ଦିନରେ ୧୦୦ କୋଟି ଟିକାକରଣ କ୍ଲବରେ ପହଞ୍ଚିଛି । ହେଲେ ଏହା ମଧ୍ୟରେ ସାମ୍ନାକୁ ଆସିଛି ଆଉ ଏକ ଭାରିଆଣ୍ଟ । ଏହି ଭାରିଆଣ୍ଟକୁ ଡେଲଟା ପ୍ଲସ-ଏୱାଇ.୪.୨ ବୋଲି ଚିହ୍ନଟ କରାଯାଇଛି । ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ସାର୍ସ କୋଭ-୨ର ଡେଲଟା ଭାରିଆଣ୍ଟର ସବଲାଇନ ମାମଲା ଚିହ୍ନଟ ହେବା ପରେ ଭାରତର କରୋନା ଜେନୋମିକ ସର୍ଭିଲାନ୍ସ ପ୍ରୋଜେକ୍ଟ ହାଇ ଆଲର୍ଟରେ ରହିଛି ।

ସେପଟେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଦ୍ୱାରା ପ୍ରକାଶିତ ଜେନୋମ ସିକ୍ୱେନ୍ସିଂ ରିପୋର୍ଟରେ ଇନ୍ଦୋରରେ ଏହି ନୂତନ ପ୍ରକାରର ୭ଟି ମାମଲା ଚିହ୍ନଟ ହୋଇଛି । ସଂକ୍ରମିତ ଲୋକଙ୍କ ମଧ୍ୟରେ ୨ ଜଣ ମୋହ କ୍ୟାଣ୍ଟନମେଣ୍ଟରେ ପୋଷ୍ଟ ହୋଇଥିବା ସେନା ଅଧିକାରୀ ମଧ୍ୟ ରହିଛନ୍ତି ବୋଲି ଇନ୍ଦୋରର ମୁଖ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀ ଡ. ବି.ଏସ. ସୈତ୍ୟ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା