Masthead

ଭାରତ ସହ ସୁସମ୍ପର୍କ ଯୋଡ଼ିବାକୁ ଚିଠି ଲେଖିଲା ତାଲିବାନ

(ବଡ଼ ଖବର ବ୍ୟୁରୋ): ଭାରତ ସହ ସୁସମ୍ପର୍କ ଯୋଡ଼ିବାକୁ ଚିଠି ଲେଖିଲା ତାଲିବାନ । ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିବାକୁ କହିଛି ତାଲିବାନ । ଆଫଗାନିସ୍ତାନକୁ ବିମାନ ଚଳାଚଳ କରିବା ପାଇଁ ଭାରତକୁ ଚିଠି ଲେଖିଛି ତାଲିବାନ । ଏହା ସହ ମଧ୍ୟ ଅନ୍ୟ ରାଷ୍ଟ୍ରକୁ ବିମାନ ଚଳାଚଳ କରିବାକୁ ଚିଠି ଲେଖିଥିବା ଜଣାପଡ଼ିଛି ।

କାବୁଲ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ସମସ୍ତ ପ୍ରକାରର ବାଣିଜ୍ୟିକ ବିମାନ ଚଳାଚଳ ପାଇଁ ତାଲିବାନ ଭାରତକୁ ଚିଠି ଲେଖି ଯୋଗାଯୋଗ କରିଛି । ଏ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କୌଣସି ନିଷ୍ପତି ନେଇନଥିବା ସୂଚନା ମିଳିଛି । ଏଥିରେ ସମସ୍ତ ପ୍ରକାରର ସହଯୋଗ କରିବ ବୋଲି ତାଲିବାନ କହିଛି ।

ପୂର୍ବରୁ କାବୁଲ ବିମାନ ବନ୍ଦରରେ ଥିବା ସବୁ ସମସ୍ୟାର ସମାଧାନ ହୋଇସାରଛି । ଏହା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇ ସାରିଥିବା ତାଲିବାନି ପ୍ରବକ୍ତା ଅବଦୁଲ କହର ବଲଖି କହିଛନ୍ତି । କାବୁଲ ବିମାନ ବନ୍ଦରରେ ଆତଙ୍କର ମାହୋଲ ଦେଖିଥିଲୋ ସାରା ବିଶ୍ୱ ।। ଆମେରିକା ସେନା ଆଫଗାନ ମାଟି ଛାଡିବା ପରେ ତାଲିବାନ ସେନା କାବୁଲ ଏୟାରପୋର୍ଟକୁ ନିଜ ଅଧିନକୁ ନେଇଥିଲା । ଏବେ ଭାରତକୁ ବେସାମରିକ ବିମାନ ଚଳାଚଳ ପାଇଁ ଅପିଲ କରିଛି ତାଲିବାନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ