Masthead

ଦୁର୍ବଳ ହେବାକୁ ବସିଲାଣି ତାରପୁର ନଦୀବନ୍ଧ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଦୁର୍ବଳ ହେବାକୁ ବସିଲାଣି ତାରପୁର ନଦୀବନ୍ଧ। ପ୍ରତ୍ୟକ ବର୍ଷ ନଦୀରେ ବନ୍ୟା ଆସିବାରୁ ନଦୀ ବନ୍ଧ ଅତଡ଼ା ଖାଇ ନଷ୍ଟ ହୋଇ ଗଲାଣି। ଏବାବଦରେ ଜଳ ସମ୍ପଦ ବିଭାଗକୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗୀୟ ଅଧିକାରୀ ନୀରବ। ପ୍ରତ୍ୟେକ ଦିନ ଏହି ନଦୀ ବନ୍ଧ ଅତଡ଼ା ଖଉଥିବା ବେଳେ ଭୟରେ ପଞ୍ଚାୟତ ବାସି। ଏ ହେଉଛି ଜଗତସିଂହପୁର ଜିଲ୍ଲା ତାରପୁର ମହାନଦୀ ନଦୀ ବନ୍ଧର ଦୃଶ୍ୟ। ପ୍ରତି ମୁହୂର୍ତ୍ତରେ ପଞ୍ଚାୟତ ବାସୀଙ୍କ ପାଇଁ ବିପଦ ଛିଡ଼ା ହୋଇଛି।

ନଦୀରେ ପାଣିର ସ୍ରୋତ ଥିବାରୁ ପ୍ରତ୍ୟେକ ଦିନ ଅତଡ଼ା ଖାଇବାକୁ ଲାଗିଲାଣି। ନଦୀ ବନ୍ଧ କଡ଼ରୁ ୫୦ ମିଟର ଅତଡ଼ା ଖାଇସାରିଲାଣି । ଯାହା ଦ୍ଵାରା ପୂରା ପଞ୍ଚାୟତବାସୀ ଏବେ ଭୟରେ ଜୀବନ ଅତି ବାହିତ କରୁଛନ୍ତି। ପାଖରେ ଥିବା ମନ୍ଦିର ଆଉ ସ୍କୁଲ ପ୍ରତି ବିପଦ ସୃଷ୍ଟି ହେଉଥିବା ଗ୍ରାମବାସି ଅଭିଯୋଗ କରିଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ କେହି ଶୁଣୁ ନ ଥିବା କହିଛନ୍ତି ଗ୍ରାମବାସୀ। ଏହି ନଦୀ ବନ୍ଧ ଦୀର୍ଘ ଦିନ ହେବ ଏମିତି ବିପଦ ସଙ୍କୁଳ ଅବସ୍ଥାରେ ଗତି କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା