Masthead

ଟିଏମସିରେ ଲିଆଣ୍ଡର ପେସ

କୋଲକାତା(ବଡ଼ ଖବର ବ୍ୟୁରୋ): ଟିଏମସିରେ ଯୋଗ ଦେଲେ ପୂର୍ବତନ ଟେନିସ ତାରକା ଲିଆଣ୍ଡର ପେସ । କିଛିଦିନ ପୂର୍ବରୁ ଚର୍ଚ୍ଚିତ ଅଭିନେତ୍ରୀ ନଫିସା ଅଲ୍ଲୀ ମଧ୍ୟ ଟିଏମସି ଯୋଗ ଦେଇଥିଲେ । ସେପଟେ ଟିଏମସିରେ ଯୋଗ ଦେଇ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିବା ପାଇଁ ଯାଉଛନ୍ତି । ୨୦୨୨ ମତଦାନ ପୂର୍ବରୁ ଟିଏମସିରେ ଜଣେ ପରେ ଜଣେ ତାରକା ସାମିଲା ହେବାରେ ଲାଗିଛନ୍ତି ।

ଏଥିରୁ ସ୍ପଷ୍ଟ ବାରି ହେଇଯାଉଛି ଯେ ଆସନ୍ତା ନିର୍ବାଚନରେ କେବଳ କୋଲକାତା ନୁହେଁ ବରଂ ଜାତୀୟ ସ୍ତରରେ ମମତା ପାଦ ରଖିବା ପାଇଁ ଯାଉଛନ୍ତି । ଟେନିସରେ ନିଜର ଉଚ୍ଚକୋଟୀର ପ୍ରଦର୍ଶନ ଫଳରେ ସେ ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସମର୍ଥ ହୋଇପାରିଥିଲେ । ଏହା ମଧ୍ୟରେ ଲିଆଣ୍ଡର ରାଜନୀତିରେ କେତେ ସଫଳ ହେଉଛନ୍ତି ତାହା ଦେଖିବାର ବିଷୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ