Masthead

ରିଲିଜ ହେଲା ଫିଲ୍ମ ‘ଦ ମାର୍ବଲ୍ସ’ର ଟ୍ରେଲର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମାର୍ବଲ ଷ୍ଟୁଡିଓର ଦମଦାର ଫିଲ୍ମ ‘ଦ ମାର୍ବଲ୍ସ’କୁ ନେଇ ଫ୍ୟାନ୍ସମାନେ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି । କିଛିଦିନ ପୁର୍ବରୁ ଫିଲ୍ମର ନିର୍ମାତାମାନେ ଫିଲ୍ମର ନୂଆ ଲୁକ୍ ସେୟାର କରିବା ପରେ ଫ୍ୟାନ୍ସଙ୍କ ଉତ୍ସାହ ଆହୁରି ବଢିଯାଇଥିଲା ପରେ ଫିଲ୍ମର ଟ୍ରେଲର ରିଲିଜ୍ କରାଗଲା । ଫିଲ୍ମରେ ଲାର୍ସନ କେରୋଲ ଡେନବର୍ସ ନିଜ ପୂର୍ବ ଭୂମିକାରେ ନଜର ଆସିବେ ।

ପ୍ୟାରିସ୍ ଓ ବେଲ୍ଲାନୀ କ୍ୟାପଟେନ୍ ମୋନିକା ରାମବୋ ଏବଂ କମଲା ଖାନ୍ ବା ମିସ୍ ମାର୍ବେଲ୍ ନିଜ ନିଜ ଭୂମିକାକୁ ଦୋହରାଇବେ । କୁହାଯାଇଛି ଯେ ଏହା ମାର୍ବଲ୍ ୟୁନିଭର୍ସ ପାଇଁ ଏକ ନୂଆ ଆରମ୍ଭ । ଟ୍ରେଲରରେ ଇମାନ ବେଲ୍ଲାନୀ, ତେୟୋନା ପ୍ୟାରିସ୍, ଗ୍ୟାରୀ ଲୁଇସ୍ ନିଜ ନିଜର ଆକ୍ସନ୍ ଅବତାରରେ ନଜର ଆସିବେ ।

ଏହି ଫିଲ୍ମଟି ସମ୍ପୁର୍ଣ୍ଣ ଆକ୍ସନ ଓ ରୋମାଞ୍ଚରେ ଭରପୁର ଥିବା ଜଣାପଡୁଛି । ଫିଲ୍ମର ଟ୍ରେଲର ଦର୍ଶକଙ୍କୁ ଅତ୍ୟଧିକ ପସନ୍ଦ ଆସିଛି ବୋଲି କୁହାଯାଉଛି । ଫିଲ୍ମ ‘ଦ ମାର୍ବଲ୍ସ’ ଏକ ଆମେରିକୀୟ ସୁପରହିରୋ ଫିଲ୍ମ ଯାହାକି ମାର୍ବେଲ୍ କମିକକୁ ନେଇ ଆଧାରିତ । ଫିଲ୍ମଟି ୧୦ ନଭେମ୍ବରରେ ବକ୍ସ ଅଫିସରେ ରିଲିଜ୍ ହେବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ