Masthead

ଖୋଲିଗଲା ୬ ଦେଶର ମୁଖା, ପାକିସ୍ତାନ ଓ ଚୀନ ବାଦ୍ ଏହିମାନଙ୍କ ରହିଛି ତାଲିବାନ ସହ ସଂପର୍କ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତନର ସମସ୍ତ ପ୍ରଦେଶ ଦଖଲ କରିବା ପରେ ତାଲିବାନ ଖୁବଶୀଘ୍ର ସରକାର ଗଠନ କରିବା ପାଇଁ ଯାଉଛି । ସରକାର ଗଠନର ତାରିଖ ବାରମ୍ବାର ଘୁଞ୍ଚିଥିଲେ ମଧ୍ୟ ତାଲିବାନ ଏଥର ସରକାର ଗଠନ କରିବ ବୋଲି ଦୃଢକ୍ତି ପ୍ରକାଶ କରିଛି । ତେବେ ସରକାର ଗଠନ କାର୍ଯ୍ୟକ୍ରମ ପାଇଁ ଚୀନ, ପାକିସ୍ତାନ, ଋଷ, ଇରାନ, କତର ଏବଂ ତୁର୍କୀ ଭଳି ଦେଶମାନଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ତାଲିବାନ ନିମନ୍ତ୍ରଣ ପଠାଇଛି ।

ଅପରପକ୍ଷରେ ତାଲିବାନର ନିମନ୍ତ୍ରଣରୁ ଏହା ସ୍ପଷ୍ଟ ବାରି ହେଉଛି ଯେ ଏହି ଦେଶମାନେ ପୂର୍ବରୁ ହିଁ ତାଲିବାନ ସହ ସମ୍ପର୍କରେ ଅଛନ୍ତି । ଅନ୍ୟପଟେ ଚୀନ, ଋଷ , ତୁର୍କୀ ଏବଂ ପାକିସ୍ତାନ ଭଳି ଦେଶମାନେ ପୂର୍ବପରି ତାଲିବାନ ଦୂତାବାସରେ କାର୍ଯ୍ୟ ଜାରି ରଖିଛନ୍ତି । ଠିକ ଏହାର ଗୋଟିଏ ଦିନ ପୂର୍ବରୁ ତାଲିବାନ ମୁଖପାତ୍ର ଜାବୁଲ୍ଲା ମୁଜାହିଦ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ସରକାର ଗଠନକୁ ସ୍ଥଗିତ ରଖିବାକୁ ଘୋଷଣା କରିଥିଲେ । ଏହା ସହ ତାଲିବାନ ଆସନ୍ତା କିଛି ଦିନ ମଧ୍ୟରେ ଦଳର ସହ-ପ୍ରତିଷ୍ଠାତା ମଲ୍ଲିକା ଅବଦୁଲ ଘାନି ବାରଦାରଙ୍କ ନେତୃତ୍ୱରେ କାବୁଲରେ ଏକ ନୂତନ ସରକାର ଗଠନ ଘୋଷଣା କରିବ ବୋଲି ଆଶା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୁଦ୍ଧକ୍ରିୟା ପାଇଁ ଆସି ଭାସିଗଲେ 🔴 ମାଟି ତଳୁ ମାଓ ସାମଗ୍ରୀ ଜବତ 🔴 ‘ଶ୍ରୀଜଗନ୍ନାଥଙ୍କୁ ବିକୃତ ପ୍ରଦର୍ଶନ ଶାସ୍ତ୍ର ବିରୋଧୀ’ 🔴 ମେଡିକାଲରୁ ଫେରାର ମାରିଲା ଅଭିଯୁକ୍ତ 🔴 ୨୪ ଘଣ୍ଟା ଭିତରେ ବର୍ଷା ସମ୍ଭାବନା 🔴 ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ 🔴 ପାହାଳ ମିଠା ଦୋକାନରେ ବଡ଼ ଧରଣର ରେଡ୍!,ଚାଲିଛି ଜୋରଦାର ଯାଞ୍ଚ 🔴 ପାକିସ୍ତାନ ସୀମା ନିକଟରେ ଗର୍ଜିବ ଆମେରିକୀୟ F35 !, ‘ତରଙ୍ଗ ଶକ୍ତି ୨୦୨୬’ରେ ଦେଖାଇବ ଦମ୍ 🔴 ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ 🔴 ସାପ କାମୁଡାରେ ଭାଇ ଭଉଣୀଙ୍କ ମୃତ୍ୟୁ 🔴 ସୁଦ୍ଧକ୍ରିୟା ପାଇଁ ଆସି ଭାସିଗଲେ 🔴 ମାଟି ତଳୁ ମାଓ ସାମଗ୍ରୀ ଜବତ 🔴 ‘ଶ୍ରୀଜଗନ୍ନାଥଙ୍କୁ ବିକୃତ ପ୍ରଦର୍ଶନ ଶାସ୍ତ୍ର ବିରୋଧୀ’ 🔴 ମେଡିକାଲରୁ ଫେରାର ମାରିଲା ଅଭିଯୁକ୍ତ 🔴 ୨୪ ଘଣ୍ଟା ଭିତରେ ବର୍ଷା ସମ୍ଭାବନା 🔴 ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ 🔴 ପାହାଳ ମିଠା ଦୋକାନରେ ବଡ଼ ଧରଣର ରେଡ୍!,ଚାଲିଛି ଜୋରଦାର ଯାଞ୍ଚ 🔴 ପାକିସ୍ତାନ ସୀମା ନିକଟରେ ଗର୍ଜିବ ଆମେରିକୀୟ F35 !, ‘ତରଙ୍ଗ ଶକ୍ତି ୨୦୨୬’ରେ ଦେଖାଇବ ଦମ୍ 🔴 ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ 🔴 ସାପ କାମୁଡାରେ ଭାଇ ଭଉଣୀଙ୍କ ମୃତ୍ୟୁ