Before Header

ଲାଞ୍ଚ ନେଲାବେଳେ ଧରାପଡିଲେ ଆଇଆଇସି

0 11

ବୌଦ୍ଧ(ବଡ଼ ଖବର ବ୍ୟୁରୋ): ଲାଞ୍ଚ ନେଇ ଧରାପଡିଲେ ହରଭଙ୍ଗାଥାନା ଆଇଆଇସି ପୁଷ୍ପଲତା ରାଉତରାୟ । ୧ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ । ଜବତ ବାଲିଗାଡି ଛାଡିବାକୁ ଲାଞ୍ଚ ନେଉଥିବା ସୂଚନା ମିଳିଛି ।

 

Leave A Reply

Your email address will not be published.