Masthead

ଆସୁଛି ପିଲାଙ୍କ ପାଇଁ ଟିକା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) : ପିଲାଙ୍କ ପାଇଁ ଟିକା ଉତ୍ପାଦନ ଆରମ୍ଭ କରିଛି ସେରମ୍ ଇନଷ୍ଟିଚ୍ୟୁଟ । କୋଭାକ୍ସିନ ଉତ୍ପାଦନ ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ସିରମ୍ ଇନଷ୍ଟିଚ୍ୟୁଟ୍ ମୁଖ୍ୟ ଆଦର ପୁନାୱାଲା । ସେ କହିଛନ୍ତି, ସେପ୍ଟେମ୍ବର ମାସରେ ଭାରତରେ ଉପଲବ୍ଧ ହୋଇପାରେ କୋଭାକ୍ସିନ ଟିକା । ଜୁଲାଇରୁ ଭାରତରେ ଛୋଟ ପିଲାଙ୍କ ଉପରେ ଏହି ଟିକାର ପରୀକ୍ଷା କରାଯାଇପାରେ ବୋଲି ସୂଚନା ମିଳିଛି ।

ଆମେରିକାର ନୋଭାଭାକ୍ସ ଫାର୍ମା କମ୍ପାନୀ ଦ୍ୱାରା ବିକଶିତ ଏହି ଟିକା ମଧ୍ୟମ ଓ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଶହେ ପ୍ରତିଶତ ପ୍ରଭାବିତ ବୋଲି ନିର୍ମାତାଙ୍କ ପକ୍ଷରୁ ଦାବି କରାଯାଉଛି । ଏହା ୯୦.୪% ପ୍ରଭାବି ବୋଲି ମଧ୍ୟ ଦାବି କରାଯାଉଛି । ଏହି ଟିକା କେତେ ପ୍ରଭାବି ତାହା ଜାଣିବା ପାଇଁ ଆମେରିକା , ମେକ୍ସିକୋର ୧୧୯ ଟି ସ୍ଥାନରେ ୨୯ ହଜାର ୯୬୦ ଜଣଙ୍କ ଉପରେ ପରୀକ୍ଷା କରାଯାଇଥିଲା । ଏହି ଟିକା ଆସିଲେ ୧୮ବର୍ଷରୁ କମ୍ ବୟସ୍କଙ୍କ ପାଇଁ କରୋନା ବିରୋଧୀ ଲଢ଼େଇରେ ଏକ ପ୍ରମୁଖ ଅସ୍ତ୍ର ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ