Masthead

ଗଛରେ ବାନ୍ଧି ପିଟିଲେ ଗ୍ରାମବାସୀ

ମୋରଡ଼ା (ବଡ଼ ଖବର ବ୍ୟୁରୋ): ବୋରିଂ ମଟର ଚୋରି କରି ବିକିଦେଇ ଘରକୁ ଯାଉଥିବାବେଳେ ଧାରା ପଡିଲେ ୩ ଯୁବକ। ଘଣ୍ଟାଘଣ୍ଟା  ଗାଁ ଦାଣ୍ଡରେ ବାନ୍ଧି କଙ୍ଗାରୁ କୋର୍ଟରେ ବିଚାର କଲେ ଗ୍ରାମବାସୀ ଓ ସରପଞ୍ଚ। ଭିଡ଼ିଓ ହେଲା ଭାଇରଲ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଚିକଟା ମାଟିଆ ପଞ୍ଚାୟତ ସାମ୍ନାରେ । ୩ ଜଣ ଯୁବକ ବୋରିଂ ମଟର ଚୋରି କରି ବିକି ଦେଇଥିବାରୁ ସେମାନଙ୍କୁ ଧରି ଗଛରେ ବାନ୍ଧି ଏଭଳି ଦଣ୍ଡ ଦେଉଛନ୍ତି ଗ୍ରାମବାସୀ ।

ଆଇନକୁ ହାତକୁ ନେବା କେତେ ଦୂର ଯୁକ୍ତିଯୁକ୍ତ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୋରଡ଼ା ଅଞ୍ଚଳରେ ପୋଲିସର ନିଷ୍କ୍ରିୟତା ଜଳଜଳ ଦେଖାଯାଉଛି। ଚୋରିର ମାତ୍ରା ମୋରଡ଼ା ଅଞ୍ଚଳରେ ବଢିବଢି ଚାଲିଛି। କିନ୍ତୁ ପୋଲିସ ମାସ୍କ ଏବଂ ହେଲମେଟ ଚେକିଂରେ ବେସ୍ତ ଅଛନ୍ତି। ପୋଲିସର କାର୍ଯ୍ୟ କଳାପରେ ବାହୁ ମାତ୍ରରେ ମୋରଡ଼ା ଅଞ୍ଚଳବାସୀ ଅତିଷ୍ଠ ହେଲେଣି। ଜନ ଅସନ୍ତୋଷ ଧୀରେଧୀରେ ବଢି ଚାଲିଛି। ସାଧାରଣରେ ପୋଲିସ ପାଟ୍ରୋଲିଂ ଜୋରଦାର କରିବାକୁ ଦାବି ହେଉଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର