Masthead

କଟିଲା ହଜାର ହଜାର ବୃକ୍ଷ , ପ୍ରଶାସନ ଚୁପ

ଜଗନ୍ନାଥ ପ୍ରସାଦ (ବଡ଼ ଖବର ବ୍ୟୁରୋ) : ସାରାବିଶ୍ୱ ଅମ୍ଳଜାନ ଅଭାବର ସମସ୍ୟାକୁ ସାମ୍ନା କରୁଛନ୍ତି । ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଅମ୍ଳଜାନ ଅଭାବରୁ ହିଁ ଚାଲିଯାଉଛି । ବୃକ୍ଷ ରୋପଣ ପାଇଁ ସାରାବିଶ୍ୱରେ ପ୍ରାଥମିକ ଦିଆଯାଉଥିବା ବେଳେ ଜଙ୍ଗଲ ସୃଷ୍ଟି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରାଯାଉଛି । କିନ୍ତୁ ଆଜିର ଚିତ୍ର ସମ୍ପୂର୍ଣ ଅଲଗା ଜଗନ୍ନାଥ ପ୍ରସାଦ ଅଞ୍ଚଳରେ ଏହାର ବିନାଶର ଉଦାହରଣ ଦେଖିବାକୁ ମିଳିଛି ।  ପାହାଡ଼ ଘେରା ପରିବେଶ ସତଗୁଣେ ଶୋଭାବର୍ଧନ କରୁଥିବା ହଜାର ହଜାର ଗଛକୁ ସ୍ଥାନୀୟରେ କିଛି ନିଜକୁ ଜମିର ମାଲିକ ଦାବି କରୁଛନ୍ତି । କିଛି ଅସାଧୁ ବ୍ୟକ୍ତିଙ୍କ ପରୋଚନାରେ ଜଙ୍ଗଲରୁ ହଜାର ହଜାର ଦାମୀ ଗଛକୁ କାଟିଦିଆ ଯାଇଛି ।  ସ୍ଥାନୀୟ ଆଦିବାସୀ ମନରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଯାହାକୁ ନେଇ ୩ ଦିନ ଧରି ଗଞ୍ଜାମ ଜିଲ୍ଲାପାଳ, ଭଞ୍ଜନଗର ଉପଜିଲ୍ଲାପାଳ, ଉତ୍ତର ଘୁମୁସର ବନବିଭାଗ ଅଧିକାରୀ ଓ ସ୍ଥାନୀୟ ବନାଞ୍ଚଳ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଦିଆଯାଇଥିଲା ଓ ବନ ବିଭାଗ ଓ ରାଜସ୍ବ ବିଭାଗ ଅଧିକାରୀ ଓ କର୍ମଚାରୀ ଦେଖାଣିଆ ଭାବରେ କଟାଯାଇଥିବା ଗଛ ପରିଦର୍ଶନ କରି ସେଠାରୁ ଚୁପଚାପ ଚାଲିଯାଇଥିଲେ । ଖୋଦ ଜଙ୍ଗଲ ପରିବେଶ ବିଭାଗ ମନ୍ତ୍ରୀଙ୍କର ନିର୍ବାଚନ ମଣ୍ଡଳୀରେ ଏଭଳି ଗଛ କଟାକୁ ନେଇ ତାଙ୍କ ବିଭାଗ ନିରବ ରହୁଥିବାରୁ ମନ୍ତ୍ରୀଙ୍କ କାର୍ୟ୍ୟ ଦକ୍ଷତା ପ୍ରତି ସ୍ଥାନୀୟ ବାସୀ ଆଙ୍ଗୁଳି ଉଠାଇଛନ୍ତି । ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ମଧ୍ୟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି