Masthead

ଆଖିରେ ଲଙ୍କାଗୁଣ୍ଡ ପକାଇ ଲକ୍ଷାଧିକ ଟଙ୍କା ଓ ଲ୍ୟାପଟପ୍ ଲୁଟ

ବୋନ୍ତ(ବଡ଼ ଖବର ବ୍ୟୁରୋ): ଆଖିରେ ଲଙ୍କାଗୁଣ୍ଡ ପକାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ଲ୍ୟାପଟପ୍ । ସୂଚନାରୁ ପ୍ରକାଶ ଯେ ଗତ କାଲି ବିଳମ୍ବିତ ରାତିର କେନ୍ଦୁଆପଦାଠାରେ ଥିବା ଷ୍ଟେଟବ୍ୟାଙ୍କ csp ର ମାଲିକ ଗୋପାଳ ଚନ୍ଦ୍ର ରାଉତ ନିଜର csp ବନ୍ଦକରି ନିଜ ଗାଁକୁ ଯିବା ବାଟରେ ଅଚାନକ ଜଣେ ପଛ କରିବା ସହ ତାଙ୍କ ଆଗରେ ୨ ଜଣ ଛକି ଥିଲେ ।

ତେବେ ଗୋପାଳ ପାଖରେ ପହଞ୍ଚିବା କ୍ଷଣି ତାଙ୍କ ଆଖିକୁ ଲଙ୍କାଗୁଣ୍ଡ ପକାଇ ଥିଲେ ଦୁବୁର୍ତ୍ତମାନେ । ଘଟଣା ସ୍ଥଳରେ ଗୋପାଳ ପଡ଼ିଯିବା ବେଳେ ବ୍ୟାଗକୁ ଛଡ଼ାଇବାକୁ ଚେଷ୍ଟା କରିଥିଲେ ଦୁବୁର୍ତ୍ତମାନେ । ତେବେ ଗୋପାଳ ନଛାଡ଼ିବା କାରଣରୁ ତାଙ୍କ ହାତକୁ ଭୁଜାଲିରେ ହାଣି ବ୍ୟାଗଟିକୁ ଛଡାଇ ନେଇଥିଲେ। ତେବେ ଚିତ୍କାର କରିବାରୁ ଦୁବୁର୍ତ୍ତମାନେ ପଳାଇଥିଲେ ବ୍ୟାଗକୁ ନେଇ । ତେବେ ବ୍ୟାଗରେ ୩ ଲକ୍ଷ ୨୬ ହଜାର ସହ ଏକ ଲାପଟପ୍ ଓ କିଛି ଏଟିଏମ୍ କାର୍ଡ ନେଇଯାଇଥିବା ଦେଖିବାକୁ ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି