Masthead

ତଥାପି ମିଳୁନି ଭରଣପୋଷଣ

ଟିଟିଲାଗଡ(ବଡ଼ ଖବର ବ୍ୟୁରୋ): ଟିଟିଲାଗଡ ହାଟପଦାପଡ଼ାର କୁମ ଦୀପ । ତାଙ୍କ ସ୍ୱାମୀ ଛୁଆଙ୍କୁ ଛାଡ଼ି ଅନ୍ୟତ୍ର ରହୁଥିଲେ । ପରିବାର କଥା ଵୁଝୁନଥିଲେ । ବାଧ୍ୟ ହୋଇ କୁମ ନ୍ୟାୟାଳୟର ଦ୍ୱାରସ୍ଥ ହେଲେ । ମାସକୁ ୮ ହଜାର ଟଙ୍କା ଭରଣପୋଷଣ ଆଦେଶ ଦେଲେ କୋର୍ଟ । କିନ୍ତୁ କିଛିମାସ ଦେଲା ପରେ ଆଉ ଦିଆଯାଉନାହିଁ । ନଭେମ୍ବରରେ ତାଙ୍କ ସ୍ଵାମୀ ଅବସର ନେବେ । ବିଭାଗୀୟ ଅଧିକାରୀମାନଙ୍କ ପାଖକୁ ଯାଇ ଥକିପଡିଲେଣି କୁମ । ସୁଫଳ ମିଳୁନାହିଁ । ଶେଷରେ ନ୍ୟାୟାଳୟର ଆଦେଶ ଅନୁଯାୟୀ ଭରଣପୋଷଣ ମାଗୁଛନ୍ତି କୁମ । ସେ ପାଞ୍ଚ ସନ୍ତାନର ଜନନୀ । ତୁରନ୍ତ ଆବଶ୍ୟକ ପଦକ୍ଷେପ ନେଇ ସମସ୍ୟାର ସମାଧାନ କରିବାକୁ କୁମଙ୍କ ପରିବାର ନିବେଦନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ