Before Header

କୃଷି ଆଇନକୁ ବିରୋଧ

0 44

ସିନାପାଲି(ବଡ଼ ଖବର ବ୍ୟୁରୋ): କୃଷି ଆଇନକୁ ମାଓ ସଙ୍ଗଠନର ବିରୋଧ । ନୂତନ କୃଷି ଆଇନକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷୀଛନ୍ତି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ମେନପୁର-ନୂଆପଡା ମାଓ ସଙ୍ଗଠନ । ଏଥିପାଇଁ ଡିସେମ୍ବର ୨ ରୁ ୧୭ ପର୍ଯ୍ୟନ୍ତ ମାଓ ଅଞ୍ଚଳରେ ପିଏଲଜିଏ ସପ୍ତାହ ପାଳନ କରାଯିବ । ନୂତନ କୃଷି ଆଇନକୁ ରଦ୍ଧ କରାଯିବା ସହ, ଫସଲର ନ୍ୟୁନତମ ସହାୟକ ମୂଲ୍ୟ , ଜଙ୍ଗଲ ଜମି ଉପରେ ଜନତାର ଅଧିକାର ଭଳି ଅନେକ ଦାବି ସଂଗଠନ ପକ୍ଷରୁ କରାଯାଇଛି ।

Leave A Reply

Your email address will not be published.