Masthead

ଆଜି ପବିତ୍ର ବନ୍ଧୁତା ଦିବସ

(ବଡ଼ ଖବର ବ୍ୟୁରୋ): ପ୍ରତିବର୍ଷ ଅଗଷ୍ଟ ୧କୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଏ । ଏହା ଏକ ସ୍ୱତନ୍ତ୍ର ଦିବସ । ଯାହା ଲୋକଙ୍କ ମଧ୍ୟରେ ବନ୍ଧୁତ୍ୱର ସମ୍ପର୍କକୁ ଦୃଢ କରିଥାଏ । ଅଗଷ୍ଟ ୧ ରେ ଭାରତରେ ଏହି ଦିବସ ପାଳନ କରାଯାଏ। କିନ୍ତୁ ଜୁଲାଇ ୩୦ ରେ ବିଶ୍ୱର ଅନ୍ୟ ସ୍ଥାନମାନଙ୍କରେ ପାଳନ କରାଯାଏ । ବନ୍ଧୁତା ଦିବସ ପ୍ରଥମେ ପାରାଗୁଏରେ ୧୯୫୮ରେ ଆନ୍ତର୍ଜାତୀୟ ବନ୍ଧୁତା ଦିବସ ଭାବରେ ପାଳନ କରାଯାଇଥିଲା ।

୧୯୩୦ ମସିହାରେ ହଲମାର୍କ କାର୍ଡର ପ୍ରତିଷ୍ଠାତା ଜୋଏସ୍ ହଲ୍ ଦ୍ୱାରା ଏହା ଆରମ୍ଭ ହୋଇଥିଲା । ବନ୍ଧୁତା ଏକ ସୁଖମୟ ସମ୍ପର୍କ। ବନ୍ଧୁତ୍ୱ ହେଉଛି ନିର୍ମଳ ଓ ପବିତ୍ର । ବନ୍ଧୁତା ଦେଖେନାହିଁ ରଙ୍ଗ, ଜାତି, ଧର୍ମ ଏବଂ ବର୍ଣ୍ଣ । ବନ୍ଧୁତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି ବନ୍ଧନ ଜୀବନରେ ପ୍ରଚୁର ପରିମାଣରେ ଆନନ୍ଦ ଏବଂ ଭରସା ଆଣିଥାଏ । ବନ୍ଧୁତ୍ୱକୁ ଗୋଟିଏ ଦିନର ପାଳନ ଦ୍ୱାରା ସଂକ୍ଷିପ୍ତ କରାଯାଇପାରିବନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ