Masthead

ବନ୍ଦ ରହିବ ଟ୍ରକ ଚଳାଚଳ !

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବାଲିଘାଟର ୱାଇ ଫାର୍ମ ଠୁ ଆରମ୍ଭ କରି ଟ୍ରକର ସମସ୍ତ କାଗଜପତ୍ର ଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ବିଭିନ୍ନ ଆଳ ଦେଖାଇ ମୋଟା ଅଙ୍କର ଫାଇନ ଆଦାୟ କରୁଛନ୍ତି। କୋଠଯୋଡ଼ି, କୁଆଖାଇ ନଦୀରୁ ସ୍ୱୀକୃତୀପ୍ରାପ୍ତ ବାଲିଘାଟରୁ କଟକ ଓ ଭୁବନେଶ୍ୱରର ୬ଟି ଟ୍ରକ ମାଲିକ ସଂଘର ୪୦୦ରୁ ଉଦ୍ଧ୍ୱର୍ ଗାଡି ଉପରେ ଜିଲ୍ଲା ପ୍ରଶାସନର କୁଦୃଷ୍ଟି ପଡିଛି । ଜିଲ୍ଲା ପ୍ରଶାସନ ଜାଣିଶୁଣି ଟ୍ରକ ମାଲିକମାନଙ୍କୁ ହଇରାଣ କରୁଥିବା ଅଭିଯୋଗ ହେଉଛି।

ଆଜି ବାରଙ୍ଗ ଟ୍ରକ ମାଲିକ ସଂଘ ପକ୍ଷରୁ ବାରଙ୍ଗ ଥାନା ନିକଟସ୍ଥ ଟ୍ରକ ଗୃହରେ କୁହାଯାଇଛି ଯେ, ‘ଆମ ପାଖରେ ବାଲି ଉଠାଣ ପାଇଁ ୱାଇଫର୍ମ ସମେତ ଗାଡିର ସମସ୍ତ କାଗଜପତ୍ର ଅଛି। କିନ୍ତୁ ପ୍ରଶାସନ ବିଭିନ୍ନ ସମୟରେ ବିଭିନ୍ନ ଆଳ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟିବାରେ ଲାଗିଛନ୍ତି। ଏ ଭଳି ସମସ୍ୟା ଲାଗିରହିବାରୁ ଗାଡ଼ି ମାଲିକମାନେ ସର୍ବସ୍ୱାନ୍ତ ହୋଇ ପଡ଼ିଲେଣି । ବ୍ୟାଙ୍କରୁ ଆଣିଥିବା ଋଣ ସୁଝିପାରୁ ନାହାନ୍ତି। ଅନ୍ୟପଟେ ଜିଲ୍ଲା ପ୍ରଶାସାନକୁ ମାସିକ ଲକ୍ଷ ଲକ୍ଷ ଟଙ୍କାର ବଟି ଦେଲେ ସବୁ ଗାଡ଼ି ଠିକ ଠାକ ଚାଲି ପାରିବ । ଏହି ସମସ୍ୟାର ସମାଧାନ ନ ହେଲେ କଟକ, ବାଙ୍କୀ, ଖୋର୍ଦ୍ଧା, ଭୁବନେଶ୍ୱର ଏବଂ ବାରଙ୍ଗ ଟ୍ରକ୍ ମାଲିକମାନେ କଟକ ଓ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ରବିବାର ଠାରୁ ଧାରଣା ଦେବେ । ଏପରିକି ସଂଘର ସମସ୍ତ ଟ୍ରକ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି କାର୍ୟ୍ୟକାରୀ ସଭାପତି ନିରଞ୍ଜନ ସାହୁ ଚେତାବନୀ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ 🔴 ବ୍ରହ୍ମପୁର R&B ଡିଭିଜନ AEEଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଆଜି ବାଜିବ ଯୁଦ୍ଧ ସାଇରନ 🔴 ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ 🔴 କଟକରୁ ଚିହ୍ନଟ ହେଲା ପ୍ରଥମ କୋଭିଡ ଆକ୍ରାନ୍ତ 🔴 ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ 🔴 ଭିଜିଲାନ୍ସ ଜାଲରେ ଗ୍ରାମୀଣ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ 🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ 🔴 ବ୍ରହ୍ମପୁର R&B ଡିଭିଜନ AEEଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଆଜି ବାଜିବ ଯୁଦ୍ଧ ସାଇରନ 🔴 ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ 🔴 କଟକରୁ ଚିହ୍ନଟ ହେଲା ପ୍ରଥମ କୋଭିଡ ଆକ୍ରାନ୍ତ 🔴 ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ 🔴 ଭିଜିଲାନ୍ସ ଜାଲରେ ଗ୍ରାମୀଣ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ