Masthead

‘ପ୍ରକୃତ ସାହସ ଓ ବଳିଦାନ ଗାନ୍ଧି ପରିବାରର ଶକ୍ତି’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାହୁଲ ଗାନ୍ଧୀ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଗାନ୍ଧି ପରିବାରର ଉତ୍ତରାଧିକାରୀ ତଥା ଶକ୍ତି ଉପରେ ଆଲୋକପାତ କରିଛନ୍ତି। ରାହୁଲ ତାଙ୍କ ପୋଷ୍ଟରେ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ମନ୍ତବ୍ୟ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ପ୍ରିୟଙ୍କା ରାଜୀବ ଗାନ୍ଧିଙ୍କ ଅନ୍ତିମ ସଂସ୍କାର ସମ୍ପର୍କରେ କହିଥିଲେ ଯେ, ରାହୁଲ ରାଜୀବ ଗାନ୍ଧିଙ୍କ ମୃତଦେହକୁ ନେଇ ସେନା ଟ୍ରକ ପଛରେ ଚାଲିବାକୁ ଜିଦ ଧରିଥିଲେ।

ଯାହାର ଭିଡିଓ ପୋଷ୍ଟ କରି ରାହୁଲ କ୍ୟାପଶନରେ ଲେଖିଛନ୍ତି, ପ୍ରକୃତ ସତ୍ୟ ସାହସ ଏବଂ ବଳିଦାନ ଏହା ଗାନ୍ଧୀ ପରିବାର ଐତିହ୍ୟ ଏବଂ ଏହା ଆମର ଶକ୍ତି। ଏହି ଭିଡିଓରେ ରାଜୀବ ଗାନ୍ଧୀଙ୍କ ଅନ୍ତିମ ସଂସ୍କାରର ଦୃଶ୍ୟ ରହିଛି, ଯେଉଁଥିରେ ତାଙ୍କ ଶରୀର ତ୍ରିରଙ୍ଗାରେ ଘୋଡ଼ା ଯାଇଛି। ପ୍ରାୟ ୧୦ ମାଇଲ ଦୂର ରାଜୀବ ଗାନ୍ଧୀଙ୍କ ଶେଷ ଯାତ୍ରାରେ ଲକ୍ଷ ଲକ୍ଷ ଲୋକ ଭାଗ ନେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ