Masthead

ଟୁକୁନି ସାହୁଙ୍କ ଗାଡ଼ି ସାମ୍ନାରେ ବିରୋଧ କରିବାରୁ ପଦଯାତ୍ରୀମାନଙ୍କୁ ଥାନାରେ ଅଟକ

ସଇଁତଲା (ବଡ଼ ଖବର ବ୍ୟୁରୋ): ଆବାସ ଯୋଜନାରେ କୋସଲାଞ୍ଚଲକୁ ଅବହେଲା କରାଯାଉଥିବା ପ୍ରତିବାଦରେ କୋଶଳ ସ୍ୱଭିମାନର ପଦଯାତ୍ରା। ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡି ସାମ୍ନାରେ ବିରୋଧ କରିବାରୁ ପଦଯତ୍ରୀମାନଙ୍କୁ ସଇଁତଲା ଥାନାରେ ଅଟକ। ଗତକାଲି ଜାତୀୟ ରାଜପଥ ୨୬ ବରଗା ଛକ ଠାରେ ମନ୍ତ୍ରୀ ଟୁକୁନି ସାହୁ ବଲାଙ୍ଗୀରରୁ ଟିଟିଲାଗଡ଼ ରାସ୍ତା ଜାତୀୟ ରାଜପଥ ୨୬ରେ ଯାଉଥିବା ବେଳେ ମନ୍ତ୍ରୀଙ୍କ ଗାଡି ସାମ୍ନାରେ ଠିଆ ହୋଇ ଆନ୍ଦୋଳନକାରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ତେବେ ସଇଁତଲା ପୋଲିସ ସୂଚନା ପାଇଁ ଘଟଣା ସ୍ଥଳକୁ ପହଁଚି ପଦଯାତ୍ରୀମାନଙ୍କୁ ସଇଁତଲା ଥାନାରେ ଅଟକ ରଖାଯାଇଛି । ପରେ ଖବର ପାଇ ଟିଟିଲଗଡ଼ ଏସଡିପିଓ ସୁରେନ୍ଦ୍ରନାଥ ସତପଥୀ ସଇଁତଲା ଥାନାକୁ ପହଞ୍ଚି ପଦଯାତ୍ରୀଙ୍କ ସହିତ ଆଲୋଚନା କରିଥିଲେ ସୁଦ୍ଧା କୈଣସି ପ୍ରକାର ସମାଧାନ ହୋଇପାରିନଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି