Masthead

ଗ୍ୟାସ୍‌ ଲିକ୍‌ ଘଟଣାରେ ନୂଆମୋଡ଼, ବିନା ଡିସଚାର୍ଜରେ ଅସୁସ୍ଥଙ୍କୁ ନେଇ ଯାଇଥିବା ଅଭିଯୋଗ

ନୀଳଗିରି(ବଡ଼ ଖବର ବ୍ୟୁରୋ): ରେମୁଣା ଗଡ଼ିଆମାଳ ସ୍ଥିତ ଚିଙ୍ଗୁଡ଼ି ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍‌ ଘଟଣା । ଚିଙ୍ଗୁଡ଼ି ପ୍ଲାଣ୍ଟ ଗ୍ୟାସ୍‌ ଲିକ୍‌ରୁ ୧୦ରୁ ଊର୍ଦ୍ଧ୍ବ ଅସୁସ୍ଥ । ଅସୁସ୍ଥମାନେ ମୁଖ୍ୟତଃ ନୀଳଗିରି, ବାଲେଶ୍ବର, ବାରିପଦା ଅଞ୍ଚଳରୁ ଆସି ଏଠାରେ କାମ କରନ୍ତି । ସେମାନଙ୍କ ମଧ୍ୟରେ ନାବାଳିକା ଥିବାରୁ ଲୁଚାଇବାକୁ ପ୍ରୟାସ ଅଭିଯୋଗ । ନୀଳଗିରି ମେଡିକାଲ୍‌ରୁ ବିନା ଡିସଚାର୍ଜରେ ନେଇ ଯାଇଥିବା ଅଭିଯୋଗ । ବାଟରେ ଧରି ଲୋକେ ଥାନାକୁ ନେଲେ, ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ । ଥାନାକୁ ଯାଇ ପରିସ୍ଥିତି ବୁଝିଲେ ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ । ଥାନାରେ ଅଭିଯୋଗ ହୋଇଥିବାରୁ ଶ୍ରମ ଅଧିକାରୀଙ୍କ ତଦନ୍ତ ଆରମ୍ଭ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ