Masthead

ଦେଶର ରାଜନୀତି ଆଇପିଏଲ ପରି ହୋଇଛି : ଉଦ୍ଧବ ଠାକରେ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):  ଉପମୁଖ୍ୟମନ୍ତ୍ରୀଙ୍କୁ କଳଙ୍କ କହିବା ପରେ ତୀବ୍ର ହୋଇଛି ରାଜନୀତି । ବିଜେପି ଦଳର କର୍ମୀମାନେ ଠାକରେ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । କହିଛନ୍ତି ମୁଁ କେବଳ କଳଙ୍କ କହିଛି। ଯଦି କଳଙ୍କ ଶବ୍ଦ ସେମାନଙ୍କୁ ଏତେ କଷ୍ଟ ଦେଇଛି, ତା’ହେଲେ ସେମାନେ ଇଡି, ସିବିଆଇକୁ ଲୋକଙ୍କ ଘରକୁ ପଠାଇ କଳଙ୍କିତ କରୁଛନ୍ତି, ସେ ବିଷୟରେ କ’ଣ? ଉଦ୍ଧବ ଠାକରେ କହିଛନ୍ତି ସରକାର ଏବେ ମଧ୍ୟ ରାଜ୍ୟବାସୀଙ୍କ ପ୍ରଶ୍ନ ପ୍ରତି ଧ୍ୟାନ ଦେଉନାହାଁନ୍ତି। ଆଜି ଦେଶର ରାଜନୀତି ଆଇପିଏଲ ପରି ହୋଇଛି। କିଏ କେଉଁ ପ୍ରକାର ଖେଳୁଛି ତାହା ଜଣାପଡୁନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ