Masthead

୨୩ ବର୍ଷରୁ କମ ମହିଳା ଟି-୨୦, ଓଡ଼ିଶା ଦଳରେ ସ୍ଥାନ ପାଇଲେ ଭାଗ୍ୟଶ୍ରୀ ରାଉତ ଓ ପୂଜାରାଣୀ ଦାସ

ଚନ୍ଦବାଲି (ବଡ଼ ଖବର ବ୍ୟୁରୋ): ଓଡ଼ିଶା ମହିଳା ଟି-୨୦ ଦଳରେ ସ୍ଥାନ ପାଇଲେ ଭାଗ୍ୟଶ୍ରୀ ରାଉତ ଓ ପୂଜାରାଣୀ ଦାସ । ଡ଼ିସେମ୍ବର ୧୦ ତାରିଖରୁ କୋଲକାତାରେ ଆରମ୍ଭ ହେବାକୁ ଥିବା ୨୩ ବର୍ଷରୁ କମ ମହିଳା ଟି-୨୦ ଓଡ଼ିଶା ଦଳରେ ସ୍ଥାନ ପକ୍କା କରିଛନ୍ତି ଚାନ୍ଦବାଲି ସ୍ପୋର୍ଟ ଏକାଡ଼େମୀରୁ ପୂଜାରାଣୀ ଦାସ ଓ ଭଦ୍ରକରୁ ଭାଗ୍ୟଶ୍ରୀ ରାଉତ । ଓଡ଼ିଶା ଦଳ ୧୦ ତାରିଖରେ ପ୍ରଥମ ମ୍ୟାଚରେ ଜାମ୍ମୁ କାଶ୍ମୀରକୁ ଭେଟିବା ପରେ ୧୧ରେ ଅରୁଣାଚଳପ୍ରଦେଶ, ୧୩ ମୁମ୍ବାଇ,୧୫ରେ ହାଇଦ୍ରାବାଦ, ୧୭ରେ ହରିୟାଣା, ୧୯ କେରଳ, ୨୧ତ୍ରିପୁରକୁ ଭେଟିବ । ଚାନ୍ଦବାଲି ସ୍ପୋର୍ଟ୍ସ ଏକାଡ଼େମୀରୁ ଖେଳୁଥିବା ପୂଜାରାଣୀଙ୍କୁ ଚାନ୍ଦବାଲିବାସୀ ଶୁଭେଚ୍ଛା ପ୍ରଦାନ କରିଛନ୍ତି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା