Masthead

ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ

ଭୁବନେଶ୍ୱର(ବଡ ଖବର ବ୍ୟୁରୋ) : ଭୁବନେଶ୍ୱରରେ ନିର୍ମାଣ ହେବ ପ୍ରଥମ ଭୂତଳ ମେଟ୍ରୋ । ଏନେଇ ଅବକାରୀ ଓ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ପୂର୍ବ ପ୍ରସ୍ତାବିତ ଏଲିଭେଟେଡ ସିଷ୍ଟମ ବଦଳରେ ଏଣିକି ନିର୍ମାଣ ହେବ ଭୂତଳ ମେଟ୍ରୋ ସିଷ୍ଟମ । ପ୍ରସ୍ତାବିତ ମେଟ୍ରୋ ସିଷ୍ଟମ ପାଇଁ ନୂତନ ରୁଟ୍ ସ୍ପଷ୍ଟ କରାଯାଇନାହିଁ । ଯାହାର ଦାୟିତ୍ୱ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଦିଆଯାଇଛି । ରୁଟ୍ ସ୍ଥିର ହେବା ପରେ ରାଜ୍ୟ ସରକାର ଏହି ପ୍ରକଳ୍ପର ଅନୁମୋଦନ କରିବେ ।

ସେପଟେ ରାଜ୍ୟରେ ଆସୁଥିବା ପ୍ରାକୃତିକ ବିପର୍ଯ୍ୟୟ ତଥା ବାତ୍ୟା ପାଇଁ କୋଠା ନିର୍ମାଣ ଉପରେ ଗୁରୁତ୍ୱରାପ କରାଯାଉଛି । ରାଜ୍ୟରେ ନୂତନ ସରକାରୀ କୋଠା ସହ ‘ଓଡିଶା ମଣ୍ଡପ’ ନାମକ ଏକ ବିଶ୍ୱସ୍ତରୀୟ ସମ୍ମିଳନୀ କେନ୍ଦ୍ର ଗଠନ କରାଯିବ । ଏହି ମଣ୍ଡପରେ ପ୍ରାୟ ୧୦ ହଜାର ବ୍ୟକ୍ତିଙ୍କ ରହିବା ନେଇ ବ୍ୟବସ୍ଥା ହେବ ।  ଚନ୍ଦ୍ରଶେଖରପୁରରେ ଜମି ଚିହ୍ନଟ ହୋଇ ସାରିଥିବା ନେଇ ସୂଚନା ଦେଇଛନ୍ତି ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ