Masthead

ଏଲପିଜି ଗ୍ୟାସ ଦର ହ୍ରାସ, ପ୍ରତିକ୍ରିୟା ରଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଏଲପିଜି ଗ୍ୟାସ ଦର ହ୍ରାସକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାଧାରଣ ଗ୍ରାହକଙ୍କ ପାଇଁ ଏଲପିଜି ଗ୍ୟାସ ଦର ୨୦୦ ଟଙ୍କା ଏବଂ ଉଜ୍ଜ୍ୱଳ ହିତାଧିକାରୀ ମାନଙ୍କ ପାଇଁ ୪୦୦ ଟଙ୍କା କମ୍ କରିଛନ୍ତି ମୋଦି ସରକାର। ବର୍ଷକୁ ୧୨ଟି ସିଲିଣ୍ଡର କମ୍ ଦରରେ ମିଳିବ । ଭାରତରେ ୭୫ ଲକ୍ଷ ନୂଆ ଉଜ୍ଜ୍ୱଳ ସଂଯୋଗ ଦିଆଯିବ । ୨୦୧୪ରେ ଓଡ଼ିଶାରେ ୧ କୋଟି ଘରୁ ୨୨ ପ୍ରତିଶତ ଘରେ ଗ୍ୟାସ ସଂଯୋଗ ଥିଲା । ଉଜ୍ଜଳା ଯୋଜନା ଲାଗୁ ହେବା ପରେ ୫୩ ଲକ୍ଷ ହିତାଧିକାରୀ ବଢିଥିଲେ । ୯୬ ଲକ୍ଷ ଘରେ ଗ୍ୟାସ ସଂଯୋଗ ପହଞ୍ଚି ପାରିଥିଲା । ୫ ଲକ୍ଷ ନୂଆ ସଂଯୋଗ ଓଡ଼ିଶାରେ ଲାଗିବ । ଏବେ ୧କୋଟି ଘରେ ଗ୍ୟାସ ପହଞ୍ଚିଲା । ତେଲ କମ୍ପାନୀ ମାନେ ସଜାଗ ଅଛନ୍ତି । କଳା ବଜାରର ସମ୍ଭାବନା ନାହିଁ। ନିର୍ଦ୍ଦିଷ୍ଟ ଅଭିଯୋଗ ଥିଲେ ତୁରନ୍ତ ସୂଚନା ଦିଅନ୍ତୁ । ଦୃଢ଼ କାର୍ୟ୍ୟାନୁଷ୍ଠାନ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ !