କଂଗ୍ରେସ ସ୍ୱପ୍ନ ଦେଖାଉଥିଲା, ବିଜେପି ସ୍ୱପ୍ନକୁ ସାକାର କରିଛି: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଅନାସ୍ଥା ବିତର୍କର ତୃତୀୟ ଦିନ । ବିବୃତି ରଖୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମୋଦି ସରକାରଙ୍କ ବିରୋଧରେ ଆଣିଥିବା ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ କଂଗ୍ରେସ ସମେତ ବିରୋଧୀ ଦଳର ନେତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ସ୍ୱପ୍ନ ଦେଖାଉଥିଲା ଆଉ ବିଜେପି ଏହି ସ୍ୱପ୍ନକୁ ସାକାର କରିଛି । ଏହା ହେଉଛି ବିଜେପି ଏବଂ କଂଗ୍ରେସ ମଧ୍ୟରେ ପାର୍ଥକ୍ୟ । ନିର୍ମଳା ସୀତାରମଣ କହିଛନ୍ତି, ‘୨୦୧୩ ରେ ମୋର୍ଗାନ ଷ୍ଟାନଲି ଭାରତକୁ ପାଞ୍ଚଟି ଦୁର୍ବଳ ଅର୍ଥନୀତି ତାଲିକାରେ ଅନ୍ତର୍ଭୁକ୍ତ କରିଥିଲେ ।

ଭାରତକୁ ଏକ ଦୁର୍ବଳ ଅର୍ଥନୀତି ଘୋଷଣା କରାଯାଇଥିଲା। ଆଜି ମୋର୍ଗାନ ଷ୍ଟାନଲି ଉଚ୍ଚ ରେଟିଂକୁ ଉଚ୍ଚ କରି ଭାରତର ଉନ୍ନୀତ କରିଛନ୍ତି । ବିଜେପି ସରକାରଙ୍କ ନୀତି ଯୋଗୁଁ ମାତ୍ର ୯ ବର୍ଷ ମଧ୍ୟରେ ଅର୍ଥନୀତି ଉନ୍ନତ ହୋଇଥିଲା ଏବଂ କୋଭିଡ ପରେ ବି ଅର୍ଥନୀତିରେ ଅଭିବୃଦ୍ଧି ଘଟିଥିଲା । ଆଜି ଭାରତ ହେଉଛି ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’