ଦେୟ ମୁକ୍ତ ରହିବ ୟୁପିଆଇ ପେମେଣ୍ଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବର୍ତ୍ତମାନ ସମୟରେ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ୟୁପିଆଇର ଅଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ଏହା ଦେୟ ମୁକ୍ତ ଶୀଘ୍ର ଏବଂ ନିରାପଦ ମଧ୍ୟ । ୟୁପିଆଇ ର୍ଟ୍ରାଞ୍ଜାକ୍ସନ୍ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ ହୋଇଛି । ଏହା ଦ୍ୱାରା ଟଙ୍କା ଦେଣ ନେଣ କ୍ଷେତ୍ରରେ ଅତି ସୁବିଧା ହୋଇପାରୁଛି । ୯୯. ୯ ପ୍ରତିଶତ ଟଙ୍କା କାରବାର ୟୁପିଆଇ ଦ୍ୱାରା ସମ୍ଭବ ହୋଇପାରୁଛି । ଏହା ପୂର୍ବ ପରି ଦେୟ ମୁକ୍ତ ରହିବ ।

ଗ୍ରାହକ ଓ ବ୍ୟବସାୟିକ ସୁବିଧା ପାଇଁ ପୂର୍ବ ପରି ଇ-ଟ୍ରାଞ୍ଜାକ୍ସନରେ କୌଣସି ଶୁଳ୍ପ ଦେବାକୁ ପଡ଼ିବ ନାହିଁ । ଏନପିସିଆଇ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ପ୍ରତି ମାସରେ ୮ ବିଲିୟନ ଦେଣ ନେଣ ୟୁପିଆଇ ମାଧ୍ୟମରେ ମାଗଣାରେ ହେଉଛି । ଏହା ପୂର୍ବ ପରି ବଳତ୍ର ରହିବ । ପୂର୍ବରୁ ୟୁପିଆଇ ପେମେଣ୍ଟ ମହଙ୍ଗା ହେବା ନେଇ ଖବର ଆସିଥିଲା । ଯାହାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଥିଲା । ଏହା ପରେ ନିଷ୍ପତ୍ତି ବଦଳାଇଛି ନ୍ୟାସନାଲ ପେମେଣ୍ଟ କୋର୍ପରେସନ୍ ଅଫ୍ ଇଣ୍ଡିଆ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ