Masthead

୧୧ ସେପ୍ଟେମ୍ବରରେ ତାଲିବାନ ସରକାର ଗଠନ ଘୋଷଣା କରିବ କି ?

କାବୁଲ(ବଡ଼ ଖବର ବ୍ୟୁରୋ):   ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଦଖଲ କରିବା ପରେ ଏବେ ସେଠି ସରକାର ଗଢିବାକୁ ଯାଉଛି ତାଲିବାନ । ନିକଟରେ ତାଲିବାନ ଏ ନେଇ ଘୋଷଣା କରିଥିଲା । ହେଲେ ସରକାର ଗଠନ ପ୍ରକ୍ରିୟା ଓ ଏଯାଏଁ ଆରମ୍ଭ ହୋଇନି । ଏପଟେ ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ,ବିଳମ୍ବ ହେବାର କାରଣ ହେଉଛି ସମସ୍ତ ଦଳ ଏକ ସହମତ୍ତି ଭିତ୍ତିରେ କାର୍ଯ୍ୟ କରିବା ପାଇଁ କାର୍ଯ୍ୟ କରୁଛି । ସେ ଆହୁରି କହିଛନ୍ତି,ତାଲିବାନ କେନ୍ଦ୍ରୀୟ ନିର୍ଦ୍ଦେଶ ସହିତ ଏକାକୃତ ଗୋଷ୍ଠି ନୁହେଁ । ବରଂ ଏହା ଏକ ଅନେକ ଦଳ ଏବଂ ସହୃଦୟ ବ୍ୟକ୍ତିଙ୍କୁ ନେଇ ନେଇ ଗଠିତ ।

ବର୍ତ୍ତମାନ ତାଲିବାନ ଆଫଗାନିସ୍ତାନକୁ ନିଜ ଅଧିନକୁ ନେଇଛି । ତେବେ ସେଠାରେ ସରକାର ଗଠନ କେବେ କରିବ । ସରକାର ଗଠନ ନେଇ ଘୋଷଣା ସରିଥବା ସତ୍ୱେବି କାହିଁକି ବିଳମ୍ବ ହେଉଛି । ସେହିପରି ଆଫଗାନିସ୍ତାନରେ ସରକାର ଗଠନ ୫୦ପ୍ରତିଶତ ତାଲିବାନ ପୁରୁଷଙ୍କୁ ନେଇ ଗଠିତ ଏ ନେଇ ତାଲିବାନ ପକ୍ଷରୁ ସୂଚନା ମିଳିଛି । ଆଉ ବାକି ୫୦ ପ୍ରତିଶତ ହକ୍କାନୀ ନେଟୱାର୍କ ମଧ୍ୟରେ ବିଭକ୍ତ ହେବ । ତେବେ ୧୧ ସେପ୍ଟମ୍ବରରେ ତାଲିବାନ ସରକାର ଗଢିବା ନେଇ ସୂଚନା ମିଳିଛି ।

ଏକ ଏପି ରିର୍ପୋଟରରେ କୁହାଯାଇଛି ଯେ ଆଫଗାନର ପୂର୍ବତନି ରାଷ୍ଟ୍ରପତି ଅସରଫ ଘନିଙ୍କ ଭାଇ ମଧ୍ୟ କିଛି ପ୍ରତିନୀଧିତ୍ୱ କରିବାର ସମ୍ଭାବନା ରହିଛି । ଏହି ଦଳବାଦ ମଧ୍ୟରେ ନୂତନ ତାଲିବାନ ସରକାରରେ ମହିଳା ସ୍ୱରର ଏକ ପ୍ରସଙ୍ଗ ରହିଛି । ହେରାଟ ଏବଂ କାବୁଲ ଭଳି ସହରଗୁଡିକ ମହିଳାମାନଙ୍କ ବିରୋଧରେ ବିରାଟ ସାକ୍ଷୀ ରହିଛନ୍ତି । ଯେଉଁମାନେ ନୂତନ ଆଫଗାନସ୍ତାନ ସରକାରରେ ନ୍ୟାୟ ପ୍ରତିନୀଧିତ୍ୱ ଦାବି କରି ସିଟ୍ ଇନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର