Masthead

ଆଜିଠାରୁ ରାଜ୍ୟରେ ଜୋରଦାର ହେବ ଟିକାକରଣ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଠାରୁ ରାଜ୍ୟରେ ପୁଣି ଜୋରଦାର ହେବ ଟିକାକରଣ । ରାଜ୍ୟର ୧୭୩୦ କେନ୍ଦ୍ରରେ ହେବ ଟିକାକରଣ । ୩ଲକ୍ଷ ୯୧ ହଜାର ୫୪୦ କୋଭାକ୍ସିନ୍ ଟିକା ମହଜୁଦ ଅଛି । ଭୁବନେଶ୍ୱରରେ ବିନା ବୁକିଂରେ ମିଳିବ ଟିକା। ଜୁନ ୨୧ ରୁ କ୍ୟାମ୍ପେନ ମୋଡରେ ଟିକାକରଣ ଆରମ୍ଭ ହୋଇଥିଲା ।

ଦୈନିକ ୩ଲକ୍ଷ ଟିକାକରଣର ଟାର୍ଗେଟ ରଖାଯାଇଥିଲା । ମାତ୍ର ରାଜ୍ୟରେ ଟିକାର ଅଭାବରୁ କିଛି ଦିନ ହେବ ଟିକାକରଣରେ ବାଧା ସୃଷ୍ଟି ହୋଇଥିଲା । ତେବେ କେନ୍ଦ୍ରରୁ ଟିକା ଆସିଥିବା ବେଳେ ଆଜିଠାରୁ ପୁଣି ଜୋରଦାର ହେବ ଟିକାକରଣ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ