Masthead

ଶିମିଳିପାଳର ୪୪ ଜାଗାରେ ନିଆଁ

କରଞ୍ଜିଆ (ବଡ଼ ଖବର ବ୍ୟୁରୋ):  ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ଶିମିଳିପାଳ ଜୈବ ମଣ୍ଡଳରେ ଲାଗିଛି ନିଆଁ। ବାରମ୍ବାର ବ୍ୟାପକ ବ୍ୟବସ୍ଥା ଏବଂ ସଚେତନତା କାର୍ୟ୍ୟକ୍ରମ ସତ୍ତ୍ୱେ ନିଆଁ ଲାଗିବ ଥୟ। ବନ୍ୟପ୍ରାଣୀ ବିଭାଗ କିନ୍ତୁ ତତ୍ପର ହୋଇ ସମସ୍ତ ପ୍ରକାର ନିଆଁକୁ ଆୟତ କରିବାରେ ବ୍ୟସ୍ତ। କିଛି ସ୍ଥାନୀୟ ଲୋକଙ୍କ ଅଜ୍ଞାନତା ନିଆଁ ଲାଗିବାର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି ।

ବନ୍ୟଯାତ ଦ୍ରବ୍ୟ ଯଥା ମହୁଲ ସଂଗ୍ରହ ପାଇଁ ପାଦଦେଶରେ ନିଆଁ ଲଗାଇଥାନ୍ତି । ଏବଂ ଶିକାରୀ ମାନେ ବନ୍ୟପ୍ରାଣୀ ଶିକାର ପାଇଁ ନିଆଁ ଲଗାଇଥାନ୍ତି। ଆଜି ମଧ୍ୟ ଶିମିଳିପାଳ ର ତାଲବନ୍ଧ, ଚହଲା,ବାରେହିପାଣି ଓ ଠାକୁରମୁଣ୍ଡା ରେଞ୍ଜ ର କ୍ଲଷ୍ଟର ଏରିଆର ୪୪ ଟି ସ୍ଥାନରେ ନିଆଁ ଲାଗିଥିବା ବନ ବିଭାଗ ସୂଚନା ଦେଇଛନ୍ତି। ନିଆଁକୁ ନିୟନ୍ତ୍ରଣ କରିବାରେ ବନ ବିଭାଗ ସଫଳ ହୋଇଛି । ଶିମିଳିପାଳ ଅଭ୍ୟନ୍ତରୀଣ ଅଞ୍ଚଳକୁ ବ୍ୟାପିବାକୁ ଦେଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ 🔴 ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ.. 🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ୨୦ ଆଉ ଏକ ଲଘୁଚାପ ! 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ 🔴 ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ.. 🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ୨୦ ଆଉ ଏକ ଲଘୁଚାପ ! 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ