ଭ୍ୟାକ୍ସିନ୍ ଅଭାବ: ୧୨ଟି କେନ୍ଦ୍ରରେ ହେବ ଟିକାକରଣ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଭ୍ୟାକ୍ସିନ୍ ଅଭାବ । ଅନେକ ସ୍ଥାନରେ ଟିକାକରଣ ବନ୍ଦ । ଆଜି ରାଜ୍ୟରେ ମାତ୍ର ୧୨ଟି କେନ୍ଦ୍ରରେ ହେବ ଟିକାକରଣ । ଗଞ୍ଜାମ ଓ ନବଜରଙ୍ଗପୁରରେ ୪ଟି ଲେଖାଏଁ କେନ୍ଦ୍ରରେ ଟିକାକରଣ ଚାଲିଥିବା ବେଳେ ପୁରୀରେ ୩ ଓ ସୁନ୍ଦରଗଡ଼ରେ ଗୋଟିଏ କେନ୍ଦ୍ରରେ ହେବ ଟିକାକରଣ । ଏହା ହେଉଛି ରାଜ୍ୟର ସବୁଠୁ ଧିମା ଟିକାକରଣ ।

ଓଡିଶାରେ ଏବେ ମାତ୍ର ୪୧ ହଜାର ୨୯୦ କୋଭିସିଲ୍ଡ ଟିକା ରହିଛି । ସେହିପରି ୩ଲକ୍ଷ ୫୪ ହଜାର ୧୩୦ କୋଭାକ୍ସିନ ଟିକା ରହିଛି । ଟିକା ଅଭାବ ଯୋଗୁଁ ଗତକାଲି ସାରା ରାଜ୍ୟର ୩୨୨ ଟି କେନ୍ଦ୍ରରେ ୬୦ ହଜାର ୫୭ ଲୋକଙ୍କୁ ଟିକାକରଣ କରାଯାଇଥିଲା । ଟିକା ଯୋଗାଇ ଦେବାକୁ କିଛି ଦିନ ତଳେ କେନ୍ଦ୍ରକୁ ଚିଠି ଲେଖିଥିଲେ ରାଜ୍ୟ ସରକାର । କିନ୍ତୁ ଟିକା ପହଁଚି ନଥିବାରୁ ଟିକାକରଣ ପ୍ରଭାବିତ ହୋଇଛି ବୋଲି କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’