Masthead

ବିଦ୍ୟାଭାରତୀ-ମମତାଙ୍କ ସଂପର୍କ ନିବିଡ଼

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ମୋଡ ନେଉଛି । ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଘଟଣା ଦିନ ଆମ୍ବୁଲାନ୍ସ ଡାକ୍ତରଖାନା ଯିବା ସମୟରେ ଗାଡିକୁ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା ଅଟକାଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା । ଯାହାକୁ ନେଇ ମମତା ଏବଂ ବିଦ୍ୟାଭାରତୀଙ୍କ ମଧ୍ୟରେ ସଂପର୍କକୁ ନେଇ ଉଠିଥିଲା ପ୍ରଶ୍ନ । ତେବେ ବିଦ୍ୟାଭାରତୀ ଏବଂ ମମତାଙ୍କ ମଧ୍ୟରେ ସଂପର୍କ ବାବଦରେ ବଖାଣିଛନ୍ତି ମମତାଙ୍କ ଶ୍ୱଶୁର ।

ମମତାଙ୍କ ଶ୍ୱଶୁରଙ୍କ କହିବା କଥା ବିଦ୍ୟାଭାରତୀଙ୍କ ମାମୁଁ ଘର ଏବଂ ମମତା ପଣ୍ଡାଙ୍କ ଘର ପାଖାପାଖି । ଗୋଟିଏ ଗ୍ରାମରେ ଦୁଇ ଗୋଟି ଘର। ପୂର୍ବରୁ ବିଦ୍ୟାଭାରତୀଙ୍କ ପରିବାର ସହିତ ମମତା ପଣ୍ଡାଙ୍କ ଶ୍ୱଶୁର ଘର ଲୋକଙ୍କ ସଂପର୍କ ଭଲ ରହିଥିଲା । ହେଲେ ତାହା ଆଉ ପୂର୍ବ ଭଳି ନାହିଁ । ତେବେ ବିଦ୍ୟାଭାରତୀ ତାଙ୍କ ମାମୁଁ ଘର କପ୍ତିପଦାକୁ ଯାଇଥିବା ବେଳେ ସେଠାରେ ମମତାଙ୍କ ସହିତ ତାଙ୍କର ଦେଖା ହୋଇ ସଂପର୍କ ହୋଇଥିଲା । ଯାହାକି ଅନେକ ସମୟରେ ଉଭୟ କଥାବାର୍ତା ହୁଅନ୍ତି । ଘଟଣା ଦିନ ପୂର୍ବ ସଂପର୍କ ଅନୁସାରେ ମମତାଙ୍କର ସାହାଯ୍ୟ ବିଦ୍ୟାଭାରତୀ ମାଗିଥିବେ ବୋଲି କହିଛନ୍ତି ମମତାଙ୍କ ଶ୍ୱଶୁର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି