Masthead

ଭାରତରେ ଭୋଟ୍: ଚୀନର ଏଆଇ ଚାଲ୍ !

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତର ସାଧାରଣ ନିର୍ବାଚନ ଉପରେ ଡ୍ରାଗନର ନଜର । ନିର୍ବାଚନରେ ବ୍ୟାଘାତ ସୃଷ୍ଟି କରିବାକୁ ଏଆଇକୁ ହତିଆର କରିପାରେ ଚୀନ୍ । ଏନେଇ ବିଶ୍ୱର ଅଗ୍ରଣୀ ସଫ୍ଟୱେର କମ୍ପାନୀ ମାଇକ୍ରୋସଫ୍ଟ ଭାରତର ନିର୍ବାଚନକୁ ନେଇ ବଡ଼ ଚେତାବନୀ ଦେଇଛି । ମତଦାନକୁ ଚୀନ୍ ନିଜ ଆର୍ଟିଫିସିଆଲ ଇଂଟେଲିଜେନ୍ସ ବା ଏଆଇ ଦ୍ୱାରା ପ୍ରଭାବିତ କରିପାରେ ବୋଲି ମାଇକ୍ରୋସଫ୍ଟ ନିଜ ରିପୋର୍ଟରେ ପ୍ରକାଶ କରିଛି ।

ନିଜର ସ୍ୱାର୍ଥ ସାଧନ ପାଇଁ ଚୀନ ଏଆଇ ଆଙ୍କର ଦ୍ୱାରା କଟେଂଟ୍ ପ୍ରସ୍ତୁତ କରୁଛି । ନିର୍ବାଚନ ଫଳାଫଳରେ ଏହାର ପ୍ରଭାବ କମ ପଡିବ ବୋଲି ଜାଣିଥିଲେ ମଧ୍ୟ ପରୀକ୍ଷାନିରୀକ୍ଷା ଜାରି ରଖିଛି ଚୀନ । ମିମ୍ସ, ଭିଡିଓ, ଅଡିଓ ପ୍ରସ୍ତୁତ କରି ନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା ଚଳାଇଥିବା ମାଇକ୍ରୋସଫ୍ଟ ପକ୍ଷରୁ କୁହାଯାଇଛି । ଜାନୁଆରୀରେ ତାଇୱାନରେ ଅନୁଷ୍ଠିତ ନିର୍ବାଚନରେ ମଧ୍ୟ ଚୀନ୍ ଏହି ଭଳି ଭାବେ ହସ୍ତକ୍ଷେପ କରିଥିଲା ।

ଏଆଇ ଆଙ୍କର ବ୍ୟବହାର କରି ଚୀନ ଭାରତ ସମେତ ଆମେରିକା ଏବଂ ଦକ୍ଷିଣ କୋରିଆ ନିର୍ବାଚନରେ ବାଧା ସୃଷ୍ଟି କରିବାକୁ ଯୋଜନା କରିଛି । ଚୀନ, ଉତ୍ତର କୋରିଆ ସହାୟତାରେ ପ୍ରସ୍ତୁତ କରିଥିବା ଏକ ସାଇବର ଗ୍ରୁପ୍ ନିର୍ବାଚନରେ କାରସାଦି କରିବାକୁ ଚକ୍ରାନ୍ତ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି