Masthead

ରେଳପଥ ନିର୍ମାଣ ଦାବିରେ ପଦଯାତ୍ରା

ବାଙ୍ଗିରିପୋଷି (ବଡ଼ ଖବର ବ୍ୟୁରୋ): ଗୋରୁମହିଶାଣି ରେଳପଥ ନିର୍ମାଣ ଦାବିରେ ପଦଯାତ୍ରା । ରୁପ୍ସା ଠାରୁ ବାଙ୍ଗିରିପୋଷି ବ୍ଲକର ତାଳବନ୍ଧ ପର୍ଯ୍ୟନ୍ତ ପ୍ରଥମେ ରେଳ ଚଳାଚଳ କରୁଥିଲା।କିନ୍ତୁ ଏବେ ରେଳ ସେବା କ୍ଷେତ୍ରରେ ମୟୁରଭଂଜ ଅବହେଳିତ। ବାଙ୍ଗିରିପୋଷି ଏବଂ ଗୋରୁ ମହିସାଣି ମଧ୍ୟରେ ରେଳ ଚଳାଚଳ ପାଇଁ ଦିର୍ଘଦିନ ଧରି ଦାବି ହେଇ ଆସୁଥିଲେ ମଧ୍ୟ ସରକାର ଏହାକୁ ଅଣଦେଖା କରୁଛନ୍ତି।

ବାଙ୍ଗିରିପୋଷି- ଗୋରୁମହିଶାଣି ମଧ୍ୟରେ ନୂତନ ରେଳପଥ ନିର୍ମାଣ ଦାବିରେ ପଦଯାତ୍ରା ଆରମ୍ଭ କରିଛି ଜିଲ୍ଲାର ଅଣ ରାଜନୈତିକ ସଂଗଠନ ଭଂଜସେନା। ଏହି ପଦ ଯାତ୍ରା ବାଙ୍ଗିରିପୋଷି ରେଳ ଷ୍ଟେସନ ପରିସର ରୁ ଆରମ୍ଭ ହୋଇ ଦୀର୍ଘ ୬୧କିଲୋମିଟର ପଥ ଅତିକ୍ରାନ୍ତ କରି ଗୋରୁମହିଶାଣି ଠାରେ ପହଞ୍ଚିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ