Before Header

ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର

0 31

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର । ସକାଳ ୮ଟା ସୁଦ୍ଧା ଜଳସ୍ତର ୬୨୧.୯୭ ଫୁଟ ରହିଥିବା ବେଳେ । ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ହୀରାକୁଦରେ ପ୍ରବେଶ କରୁଛି ୪ଲକ୍ଷ ୨୫ ହଜାର ୩୮୩ କ୍ୟୁସେକ ବନ୍ୟାଜଳ । ନିଷ୍କାସିତ ହେଉଛି ୩ଲକ୍ଷ ୧୭ହଜାର ୬୭୯ କ୍ୟୁସେକ ବନ୍ୟାଜଳ । ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।

Leave A Reply

Your email address will not be published.