Masthead

କୁଆଡେ ଗଲା ରେଳ ‘କବଚ’?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ପାଖାପାଖି ୩୦୦ ଲୋକଙ୍କ ମୃତ୍ୟୁ, ୧୦୦୦ରୁ ଅଧିକ ଲୋକ ଆହତ ଏହି ଅଘଟଣ ଘଟିବା ପୂର୍ବରୁ କୁଆଡେ ଗଲା ‘କବଚ’ । ଏହି ହୃଦୟ ବିଦାରକ ମୃତ୍ୟୁ ପାଇଁ କିଏ ଦାୟୀ? ୨୦୨୨ ମାର୍ଚ୍ଚରେ ରେଳ ମନ୍ତ୍ରୀ ଏକ ଅଟୋମେଟିକ ଟ୍ରେନ ପ୍ରୋଟେକ୍ସନ ଟେକ୍ନୋଲୋଜି ସମ୍ଭନ୍ଧରେ ସୂଚନା ଦେଇଥିଲେ । ଦୁଇଟି ଟ୍ରେନ ଯଦି ଭୁଲବଶତଃ ଗୋଟିଏ ଟ୍ରାକରେ ଆସିଯାଏ ତେବେ ଦୁଇଟି ଟ୍ରେନ ପାଖାପାଖି ହେବା ପୂର୍ବରୁ କବଚ ଏଥିରେ ବ୍ରେକ ଲଗାଇଥାଏ । ଯାହା ଫଳରେ ଦୁର୍ଘଟଣା ହେବନାହିଁ । ରେଡ ଲାଇଟ ପୂର୍ବରୁ ଟ୍ରେନର କବଚ ଟ୍ରେନର ସ୍ପିଡକୁ କମ କରିଦେବ । ଏପରିକି ଗେଟ ପୂର୍ବରୁ ମଧ୍ୟ ଟ୍ରେନର ସ୍ପିଡ କମ ହୋଇଯିବ । କୁଆଡେ ଗଲା ଏହି ପ୍ରୋଟେକ୍ସନ ଟେକ୍ନୋଲୋଜି । ଆଜି କଣ ପାଇଁ ରେଳ ‘କବଚ’ କାମରେ ଲାଗିଲା ନାହିଁ ବୋଲି ପ୍ରଶ୍ନ ଉଠୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି