‘ରାମ’ ଅରୁଣ ଗୋବିଲଙ୍କ ଜୀବନର ଅସଲ ସୀତା କିଏ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଶେଷ ପର୍ଯ୍ୟାୟରେ । ଏହାର ଉଦଘାଟନ ପାଇଁ ସାରା ଦେଶରେ ଉସôବ ଚାଲିଛି । ସରକାରଙ୍କ ତରଫରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସାଧୁସନ୍ଥମାନେ ଅତିଥି ହୋଇ ଯିବେ । ତେବେ ଯେତେବେଳେ ରାମ ମନ୍ଦିର ବା ରାମାୟଣର କଥା ଆସେ ସେତେବେଳେ ରାମାନନ୍ଦ ସାଗରଙ୍କର ରାମାୟଣ କଥା ମନକୁ ଆସେ । ଭାରତୀୟ ଟେଲିଭିଜନ ଇତିହାସର ସବୁଠୁ ପପୁଲାର ପ୍ରୋଗ୍ରାମ ହେଉଛି ରାମାନନ୍ଦ ସାଗରଙ୍କ ରାମାୟଣ । ରାମାୟଣ ଯେତେବେଳେ ଦୂରଦର୍ଶନରେ ପ୍ରସାରିତ ହେଉଥିଲା ସେତେବେଳେ ଲୋକେ ସବୁ କାମ ଛାଡି ଟିଭି ଆଗରେ ବସି ରହୁଥିଲେ । ଲୋକେ ଅରୁଣ ଗୋବିଲଙ୍କୁ ହିଁ ରାମ ବୋଲି ଧରି ନେଇଥିଲେ । ସ୍କ୍ରିନରେ ଅରୁଣ ଗୋବିଲଙ୍କ ସୀତା ହେଉଛନ୍ତି ଦୀପିକା ଚିଖଲିଆ ଟୋପିୱାଲା । କିନ୍ତୁ ଆପଣ ଜାଣିଛନ୍ତି କି ସତ ଜୀବନରେ ଅରୁଣ ଗୋବିଲ ଯିଏ ରାମ ଚରିତ୍ର ନିଭାଇଛନ୍ତି ତାଙ୍କର ସୀତା କିଏ?

ସମ୍ପୂର୍ଣ୍ଣ ଷ୍ଟୋରୀ ଜାଣିବା ପାଇଁ ଲିଙ୍କରେ କ୍ଲିକ କରନ୍ତୁ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’