Masthead

‘ଆମା ଓଡ଼ିଶା ନବୀନ ଓଡ଼ିଶା’ ପାଇଁ ନିଯୁକ୍ତ ହେଲେ ସଂଯୋଜକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଆମ ଓଡ଼ିଶା ନବୀନ ଓଡ଼ିଶାର ସଂଯୋଜକ ନିଯୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୬ ଜଣ ସଂଯୋଜକଙ୍କୁ ନିଯୁକ୍ତ ଦେଇଛନ୍ତି ନବୀନ ପଟ୍ଟନାୟକ । ନିଯୁକ୍ତି ପାଇଥିବା ପ୍ରମୂଖ ଜିଲ୍ଲା ମାନଙ୍କ ମଧ୍ୟରେ ବାଲେଶ୍ୱର, ଭଦ୍ରକ ,ଭଭାନୀପାଟଣା, ମାଲକାନଗିରି ସହ ମୋଟ ୧୬ଟି ଜିଲ୍ଲାରୁ ସଂଯୋଜକଙ୍କୁ ମନୋନିତ କରାଯାଇଛି । କୈଳାଶ ଚନ୍ଦ୍ର ସାହୁଙ୍କୁ ଅନୁଗୁଳ, ବାଲେଶ୍ୱର ପାଇଁ ରଂଜନ ବାଗ, ଭଦ୍ରକ ଦାୟିତ୍ୱ ସମ୍ଭାଳିବେ ସଞ୍ଜୟ ଦାସ । ସେହିପରି ଗଜପତି ପାଇଁ ୟାରାଗାନା ରାମଭଦ୍ର ରାଓ । ଭବନୀପାଟନା ସବଡିଭିଜନ୍ ପାଇଁ ବଦ୍ରିନାରାୟଣ ପଟ୍ଟନାୟକଙ୍କୁ ଦାୟିତ୍ୱ ମିଳିଥିବା ବେଳ ଧର୍ମଗଡ ସବ୍ ଡିଭିଜନର ଦାୟିତ୍ୱ ଆଦିତ୍ୟ ନନ୍ଦଙ୍କୁ ମିଳିଛି ।ସେହିପରି ରାଜିବ ପାତ୍ର, କନ୍ଧମାଳ ଶ୍ରୀମୟୀ ଶ୍ୱେତା ସିଂ ମିଶ୍ର ଖୋର୍ଦ୍ଧା, ଲତା ସାହୁ କୋରାପୁଟ ସବଡିଭିଜନ କୋରାପୁଟ, ତୁଲସୀ କିର୍ସାନୀ ଜୟପୁର ସବଡିଭିଜନ, ଚିତ୍ତ ପଟ୍ଟନାୟକଙ୍କୁ ମାଲକାନଗିରି, ଶ୍ରୀ ଅମରେନ୍ଦ୍ର କରଙ୍କୁ ରାଇରଙ୍ଗପୁର ସବଡିଭିଜନ, ସୁନୀଲ କୁମାର ଦାସଙ୍କୁ ବରିପଦା , ମଞ୍ଜୁଲା ମାଝି ନବରଙ୍ଗପୁର, ଗଙ୍ଗାଧର ପଣ୍ଡା , ନୟଗଡ଼ ରାମଲାଲ ହଂସ ନୂଆପଡ଼ା, ଗୈରୀଶଙ୍କର ରାଓ ରାୟଗଡ଼ା, ସିନ୍ଧାନ୍ତ ଦାସ ସମ୍ବଲପୁର, ଯୋଗେନ୍ଦ୍ର ସିଂହ ସୁନ୍ଦରଗଡ ସବଡିଭିଜନ ଦାୟିତ୍ୱ ସମ୍ଭାଳିବେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ