ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପୂର୍ବ ବର୍ଷର ସମସ୍ତ ରେକର୍ଡ଼ ଭାଙ୍ଗିଛି ଏବର୍ଷ ଶୀତ । ୧୦ ଡିଗ୍ରୀ ତଳେ ୧୧ ଟି ସହର । ସବୁଠାରୁ ଥଣ୍ଡା ସହର ଫୁଲବାଣୀ । ଫୁଲବାଣୀର ତାପାମାତ୍ରା ୪.୫ ଡିଗ୍ରୀ । ସେହିପରି ଅନୁଗୁଳ ୬ ଡିଗ୍ରୀ, ଦାରିଙ୍ଗବାଡି ୮ ଡିଗ୍ରୀ, କଟକ ୧୨ ଡିଗ୍ରୀ ଏବଂ ଭୁବନେଶ୍ୱରରେ ୧୩.୮ ଡିଗ୍ରୀ ତାପମାତ୍ରା ରହିଛି ।

Leave a Reply

Your email address will not be published. Required fields are marked *