ଟ୍ରକରେ ପିଟି ହେଲା ସ୍କୁଟି, ଜଣେ ମୃତ

କେନ୍ଦ୍ରାପଡ଼ା (ବଡ଼ ଖବର ବ୍ୟୁରୋ): କଟକ-ଚାନ୍ଦବାଲି ରାସ୍ତାର ଆରସା ଛକ ନିକଟସ୍ଥ ଗୁରୁକୁଳ ବିଦ୍ୟାଳୟ ସମ୍ମୁଖରେ ପୋଲ୍ ବୋଝେଇ ଟ୍ରକରେ ପିଟିହେଲା ସ୍କୁଟି । ଘଟଣା ସ୍ଥଳରେ ସ୍କୁଟି ଆରୋହୀ ମୃତ । ପଛରେ ବସିଥିବା ମହିଳା ଗୁରୁତର ଆହତ। ଗୁରୁକୁଳ ବିଦ୍ୟାଳୟ ସମ୍ମୁଖରେ ଏକ ଇଲେକ୍ଟ୍ରି ଖୁଣ୍ଟ ବିଝେଇ ଟ୍ରକ ଛିଡା ହୋଇଥିବା ବେଳେ ରାଜକନିକା ବୁରୁଡିଆ ଗାଁର ବିଷ୍ଣୁ ଚରଣ ମାଝୀଙ୍କ ଝିଅ ଝୁନୁ ମାଝୀ ସେହି ଗାଁର ପୁଷ୍ପଲତା ବେହେରାଙ୍କୁ ନିଜ ସ୍କୁଟିରେ ବସେଇ ରାଜକନିକା କଣ୍ଟପଡା ବଜାର ଆସୁଥିବା ସମୟରେ ସମ୍ନାରେ ଥିବା ଇଲେକ୍ଟ୍ରି ପୋଲ ବୋଝେଇ ଟ୍ରକକୁ ପଛପଟୁ ପିଟି ଥିଲେ ।

ଯାହା ଫଳରେ ଘଟଣା ସ୍ଥଳରେ ଝୁନୁଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଷ୍ପଲତାଙ୍କୁ ଗୁରୁତର ଆହତ ଅବସ୍ଥାରେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେପଟେ ପୋଲ ବୋଝେଇ ଟ୍ରକକୁ ରାଜକନିକା ପୋଲିସ ଜବତ କରି ଥାନାରେ ଅଟକ ରଖିଥିବା ବେଳେ ଡ୍ରାଇଭର ଫେରାର ଅଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ