Masthead

ଏକା ସହ ୯ଟି ଶିଶୁଙ୍କୁ ଜନ୍ମ ଦେଲେ ମହିଳା

ମାଲି(ବଡ଼ ଖବର ବ୍ୟୁରୋ): ଗୋଟିଏ କିମ୍ବା ଦୁଇଟି ନୁହଁ ଏକାଥରେ୯ଟି ନବଜାତ ଶିଶୁଙ୍କୁ ଜନ୍ମ ଦେଇଛନ୍ତି ମହିଳା । ସାଧାରଣତଃ ଦୁଇଟି ଶିଶୁଙ୍କୁ ଜନ୍ମ ଦେବା ଘଟଣା ଦେଖିବାକୁ ମିଳିଛି । କିନ୍ତୁ ଏକାଥରେ ୯ଟି ଶିଶୁଙ୍କୁ ଜନ୍ମ କରିବା ଭଳି ବିରଳ ଘଟଣା ଘଟିଛି ପଶ୍ଚିମ ଆଫ୍ରିକାର ମାଲି ଅଞ୍ଚଳରେ । ୨୫ବର୍ଷୀୟା ମହିଳା ଜଣକ ହେଲେ ହାଲିମା ସିସେ । ସେ ଗର୍ଭବତୀ ଥିବା ସମୟରେ ତାଙ୍କ ଗର୍ଭରେ ୭ଟି ଶିଶୁ ଥିବା ନେଇ ଅଲଟ୍ରାସାଉଣ୍ଡ ରିପୋର୍ଟରୁ ଜଣା ପଡ଼ିଥିଲା । କିନ୍ତୁ ପ୍ରସବ ସମୟରେ ୯ଟି ଶିଶୁଙ୍କ ଜନ୍ମ, ଡାକ୍ତର ମାନଙ୍କୁ ବି ଚକିତ କରି ଦେଇଥିଲା ।

ନବଜାତକ ଶିଶୁଙ୍କ ମଧ୍ୟରେ ୫ଟି ଶିଶୁ କନ୍ୟା ଓ ୪ଟି ଶିଶୁ ପୁତ୍ର ରହିଛନ୍ତି । ସମସ୍ତଙ୍କ ସ୍ୱାସ୍ଥାବସ୍ଥା ସୁସ୍ଥ ଥିବା ଜଣାପଡ଼ିଛି । ଏହି ବିରଳ ପ୍ରସବ କଥା ଜଣା ପଡ଼ିବା ପରେ ହସ୍ପିଟାଲ କର୍ତ୍ତୁପକ୍ଷ ଓ ମାଲିର ସରକାର ମଧ୍ୟ ହାଲିମାଙ୍କ ସ୍ୱାସ୍ଥ୍ୟାବସ୍ଥା ପାଇଁ ଚିନ୍ତିତ ଥିଲେ । ଏବଂ ସରକାରଙ୍କ ତରଫରୁ ତାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ପ୍ରସବ ପରେ ମାଲିର ସ୍ୱାସ୍ଥ୍ୟମନ୍ତରୀଙ୍କ ସମେତ ବହୁ ବଡ଼ ବଡ଼ ନେତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି