ଟାଟା ଷ୍ଟିଲ ଫେରୋ ଆଲୋଏଜ୍ ପ୍ଲାଣ୍ଟରେ ଶ୍ରମିକ ଅଶାନ୍ତି

କେନ୍ଦୁଝର(ବଡ଼ ଖବର ବ୍ୟୁରୋ): ଯୋଡା ସ୍ଥିତ ଟାଟା ଷ୍ଟିଲ ଫୋରୋ ଆଲୋଏଜ ପ୍ଲାଣ୍ଟରେ ଦେଖାଦେଇଛି ଶ୍ରମିକ ଅଶାନ୍ତି । ଠିକା ଶ୍ରମିକ ମାନଙ୍କୁ ଦରମା ପ୍ରଦାନରେ ବିଳମ୍ବକୁ ନେଇ ଦେଖାଦେଇଛି ଅସନ୍ତୋଷ ।

ୟୁନାଇଟେଡ଼ ଇନଫ୍ରାକୋର୍ ନାମକ ଠିକା ସଂସ୍ଥା ଅଧିନରେ କାମକରୁଥିବା ଏହି ଶ୍ରମିକମାନଙ୍କୁ ଦରମା ଦେବାରେ ପାତର ଅନ୍ତର କରାଯାଉଛି । ସେହିପରି ସେମାନଙ୍କୁ ପେ ସ୍ଲିପ୍ ଦିଆଯାଉନଥିବା ବେଳେ, ପି ଏଫ୍ କଟୁଛି କି ନାହିଁ ତା’ର ସୂଚନା ମିଳୁନାହିଁ । ଛୁଟି ଦିନରେ କାମ କରାଉଥିଲେ ବି ତା’ର ପାରିଶ୍ରମିକ ଦିଆଯାଉନାହିଁ ।

ଏଥିସହ ମେଡ଼ିକାଲ ଫ୍ୟାସିଲିଟି ମିଳୁନାହିଁ ବୋଲି ଶ୍ରମିକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ ସଂପୃକ୍ତ ଠିକା ସଂସ୍ଥାର ଅଧିକାରୀ, ଶ୍ରମିକଙ୍କ ସହ ଆଲୋଚନା କରିବା ପରେ ଶ୍ରମିକମାନେ କାମରେ ଯୋଗ ଦେଇଛନ୍ତି । ୨ ଦିନ ଭିତରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ