Masthead

ବିଦ୍ୟୁତ ସମସ୍ୟାକୁ ନେଇ ଟାଟା ପାୱାର ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଛାତ୍ରଛାତ୍ରୀ

ରାଜକନିକା(ବଡ଼ ଖବର ବ୍ୟୁରୋ): ବିଦ୍ୟୁତ ସମସ୍ୟାକୁ ନେଇ ବିଦ୍ୟୁତ କାର୍ଯ୍ୟାଳୟ ଘେରିଛନ୍ତି ଛାତ୍ରଛାତ୍ରୀ । ରାଜକନିକା ଏସଏନ ମହାବିଦ୍ୟାଳୟରେ ବିଦ୍ୟୁତ ସମସ୍ୟାକୁ ନେଇ ଆଜି ଛାତ୍ରଛାତ୍ରୀ ରାଜକନିକା ଟାଟା ପାୱାର ଅଧୀନରେ ଥିବା ବିଦ୍ୟୁତ କାର୍ଯ୍ୟାଳୟକୁ ଘେରିଥିବା ଦେଖିବାକୁ ମିଳିଛି ।

ଦୀର୍ଘ ପନ୍ଦର ଦିନ ହେବ ଏଭଳି ବିଦ୍ୟୁତ ସମସ୍ୟା ଯୋଗୁଁ ଅନ୍ଧାରରେ ମହାବିଦ୍ୟାଳୟର ମହାରାଣୀ ଲକ୍ଷ୍ମୀବାୟୀ ଛାତ୍ରୀ ନିବାସର ଛାତ୍ରୀ ମାନେ । ବିଜ୍ଞାନ ବିଭାଗର ପ୍ରାଟିକାଲ ବନ୍ଦ । ମହାବିଦ୍ୟାଳୟରେ ବ୍ୟବହୃତ କମ୍ପ୍ୟୁଟର ବନ୍ଦ । ଅସହ୍ୟ ଗରମରେ ବୁଲୁନି ଫ୍ୟାନ ।

ଏମିତି ଅନେକ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ଏନେଇ କର୍ଣ୍ଣପାତ କରୁ ନାହାଁନ୍ତି ବିଦ୍ୟୁତ ବିଭାଗ ଅଧିକାରୀ । ଭଙ୍ଗା ଖୁଣ୍ଟ ଓ ଛିଣ୍ଡା ତାରରେ ବିଦ୍ୟୁତ ସେବା ଯୋଗାଇ ମାତ୍ରାଧିକ ଵିଲ କଲେକ୍ସନ କରୁଥିବା ଟାଟା ପାୱାର ବିରୁଧରେ ତେଜିଚି ଛାତ୍ର ଆନ୍ଦୋଳନ । ଦାବି ପୂରଣ ନହେଲେ ବିଦ୍ୟୁତ କାର‌୍ୟ୍ୟାଳୟ ଆଗରୁ ହଟିବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି