Masthead

ଶହ ଶହ ଆଧାରକାର୍ଡ, ଏଟିଏମ ଓ ପାନକାର୍ଡ ପୋଲ ତଳୁ ଉଦ୍ଧାର ।

ଲହୁଣିପଡା : ଦେବଗଡ଼ ଜିଲ୍ଲା ଏବଂ ବଣାଇ ସୀମା କି ଲାଗୀ ଥିବା ଆମ୍ବ ଗାଁ ନିକଟରେ ଥିବା ଏକ ପୋଲ ତଳୁ ଶହ ଶହ ଆଧାର କାର୍ଡ ପଡିଥିବା କିଛି ବ୍ଯକ୍ତି ଦେଖି ଥିଲେ ପରେ ସେଗୁଡିକ ଗୋଟାଇ ସାଙ୍ଗରେ ନେଇ ଯାଇଥିଲେ ପରେ ସେଗୁଡିକ ଦେଖିଲା ବେଳକୁ ସେଗୁଡିକ ବଣାଇ ବ୍ଲକ ଅନ୍ତର୍ଗତ ବଡ଼ ଗୋଗୂଆ ଗ୍ରାମର ପୋଷ୍ଟ ଅଫିସ କୁ ଆସିଥିବା ଏହି ଆଧାର କାର୍ଡ ପାନ କାର୍ଡ, ଏଟିଏମ, ଏଲଆଇସି, SBI ପଲିସି ପ୍ରଭୁତି ରହିଛି. ଏହି ସବୁ କାର୍ଡ ନବାଣ୍ଟି. ପୋଲ ତଳେ ପକାଇ ଦେବା ନେଇ ଏବେ ବିଭାଗ ପ୍ରତି ଆଙ୍ଗୁଳି ଉଠି ଥିବାବେଳେ ଏହି କାର୍ଡ ପାଇଁ ପ୍ରାପକ, ଛାତ୍ରଛାତ୍ରୀ ମାନଙ୍କୁ କେତେ ଜେ ହଇରାଣ ହରକତ ହେବାକୁ ପଡୁଥିବା ସେହି ହିଁ ଜାଣିଥିବା ବେଳେ ପୋଷ୍ଟ ଅଫିସ ର କର୍ମଚାରୀ ଙ୍କ ଏ ପରି ବେପରୁଆ କାମ, ବୋଲି ବିଭିନ୍ ମହଲ ରେ ପ୍ରଶ୍ନ । ଏ ନେଇ ବଡ଼ ଗୋଗୂଆ ର ଚିଠି ବାଣ୍ଟିବା ବ୍ଯକ୍ତି କହିଛନ୍ତି ମୁଁ ମଟର ସାଇକେଲ ରେ ଘରକୁ ଯାଉ ଥିବା ବେଳେ ମଟର ସାଇକେଲ ରୁ ପଡି ଯାଇଛି ବୋଲି ସଫେଇ ଦେଇଛନ୍ତି । ବଡ ଗୋଗୂଆ ରୁ ଆମ୍ଭ ଗାଁ ପ୍ରାୟ 30 କିମି ଦୂରରେ ଥିବା ବେଳେ ଏଠି କିପରି ପଡିଲା ତା ତଦନ୍ତ ସାପେକ୍ଷ, ଅନ୍ୟ ପଟେ ଏତେ କାର୍ଡ ଧରୀ ଘରକୁ ଯିବା ର କି ଆବଶ୍ୟକତା ଅଛି ।ଏବେ ଏହି କର୍ମଚାରୀ ସନ୍ଦେହ ଘରରେ, ଅନ୍ୟ ପକ୍ଷରେ ଏହାକୁ ଚାପି ଦେବା ପାଇଁ ଚେଷ୍ଟା କରୁଥିବା ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ