Before Header

ଆସନ୍ତାକାଲି ଶପଥ ନେବେ ଦୀପାଲି

0 13

ଭୁବନେଶ୍ୱର (ବଡ଼ ଖବର): ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟୀ ହେବା ପରେ ନବୀନ ନିବାସରେ ଦୀପାଲି ଦାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ନେଇଥିଲେ ଆଶୀର୍ବାଦ । ଆସନ୍ତାକାଲି ସେ ବିଧାନସଭାର ସଦସ୍ୟ ଭାବେ ନେବେ ଶପଥ। ଉପ ବାଚସ୍ପତି ରଜନୀକାନ୍ତ ସିଂହ ଦୀପାଲିଙ୍କୁ ଶପଥପାଠ କରାଇବେ । ଶପଥ ନେବା ପରେ ହୁଏତ ମନ୍ତ୍ରିମଣ୍ଡଳର ଅଦଳବଦଳରେ ତାଙ୍କୁ ମିଳିପାରେ ସ୍ଥାନ।

Leave A Reply

Your email address will not be published.