Masthead

କ।ମ ଦେଉନି ବିଜୁ ସ୍ୱାସ୍ଥ୍ୟ କାର୍ଡ

ଚନ୍ଦାହାଣ୍ଡିା  (ବଡ଼ ଖବର ): କ।ମ ଦେଉନି ବିଜୁ ସ୍ୱାସ୍ଥ୍ୟ କାର୍ଡ । ସୁଦୟାକୁ ଭଗବାନ ଭରସା । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ବାରୀଗୁଡା ପଞ୍ଚାୟତ ଖପରାଡିହି ଦାସପଡାର ସୁଦୟା ଦାସଙ୍କୁ କେବଳ ଭଗବାନ ହିଁ ଭରସା ।

ସ୍ୱାମୀ ଜୟନ୍ଦ୍ର ଦାସ ପକ୍ଷାଘାତରେ ପୀଡିତ । ସ୍ୱାମୀର ସେବାଶୁଶୃଶା ଏବଂ ଚାରୋଟି ସନ୍ତାନ ମୁହଁରେ ଦାନା ଦେବା ପାଇଁ ସୁଦୟାଙ୍କୁ କଠିନ ପରିଶ୍ରମ କରିବାକୁ ପଡୁଛି । ବଡ଼ଝିଅ ଭାଗ୍ୟଶ୍ରୀ ପାଠରେ ଡୋରୀ ବାନ୍ଧି କୁଲି ମଜୁରୀ କରୁଛି । ଏହି ପରିବାରର ସମସ୍ୟା ସରକାରୀ ବାବୁ ଏବଂ ଜନ ପ୍ରତିନିଧି ଦେଖୁଥିଲେ ମଧ୍ୟ କାହାର ଏମାନଙ୍କ ପ୍ରତି ଦୟା ନାହିଁ । ପଲିଥିନ୍ ତଳେ ମୁଣ୍ଡଗୁଞ୍ଜିଥିବା ଏହି ପରିବାରକୁ ଆବାସ ଯୋଜନାରେ ସାମିଲ୍ କରାଯାଇପାରି ନାହିଁ । ମାସକୁ ମାତ୍ର ୩୦ କେଜି ଚାଉଳ ଦେଇ ସରକାର ଦାୟିତ୍ୱ ସାରିଦେଇଛନ୍ତି । ଏ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ