Masthead

କେନ୍ଦ୍ରରେ ସରକାର ଗଢିବାରେ ଚନ୍ଦ୍ରବାବୁଙ୍କ ପ୍ରମୁଖ ଭୂମିକା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ସରକାର ଗଢିବା ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ଏନଡିଏର ପ୍ରମୁଖ ସହଯୋଗ ଏନ ଚନ୍ଦ୍ରବାବୁ ନାଇଡୁ କେନ୍ଦ୍ରରେ ହେବାକୁ ଥିବା ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ବୁଧବାର ଏନଡିଏ ବୈଠକରେ ଯୋଗ ଦେଇଥିବା ଚନ୍ଦ୍ରବାବୁ ନାଇଡୁଙ୍କୁ ଡିଏମକେ ସୁପ୍ରିମୋ ଷ୍ଟାଲିନ ଏୟାରପୋର୍ଟରେ ଭେଟିଥିଲେ ।

 

ଏହାପରେ ସେ ଏକ୍ସରେ ଫଟୋ ପୋଷ୍ଟ କରି କହିଛନ୍ତି “ଥଲାଇବର କଲାଇଙ୍ଗର(କରୁଣାନିଧି)ଙ୍କ ଦୀର୍ଘକାଳୀନ ବନ୍ଧୁ ଚନ୍ଦ୍ରବାବୁ ନାଇଡୁ ଗାରୁଙ୍କୁ ଭେଟିଛି । ମୁଁ ତାଙ୍କ ମୋର ଶୁଭେଚ୍ଛା ଜଣାଇଛି ଓ ଆଶା ରଖିଛି ଯେ ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଥିବା ଭାଇଚାରକୁ ସେ ଅଧିକ ସଶକ୍ତ କରିବେ । ନାଇଡୁ ଗତକାଲି ଏନଡିଏ ବୈଠକରେ ଯୋଗଦେବାକୁ ଦିଲ୍ଲୀ ଯାଇଥିବା ବେଳେ ଷ୍ଟାଲିନ ଇଣ୍ତିଆ ବ୍ଲକ ମିଟିଂ ପାଇଁ ଦିଲ୍ଲୀ ଯାଇଥିଲେ। ଏହି ସମୟରେ ଉଭୟଙ୍କ ଭେଟଘାଟ ହୋଇଛି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ