Masthead

କୋଭିଡ୍‌ ରୋଗୀଙ୍କୁ ଟେଲିଫୋନ୍ ଯୋଗେ ମାଗଣା ଡାକ୍ତରୀ ପରାମର୍ଷ !

ରାଜ୍ୟରର କୋଭିଡ୍‌ ରୋଗୀଙ୍କୁ ଟେଲିଫୋନ୍ ଯୋଗେ ମାଗଣା ଡାକ୍ତରୀ ପରାମର୍ଷ ମିଳିଵ । ଏହି ମାଗଣା ସେବା ଯୋଗାଇ ଦେବାପାଇଁ ଓଡ଼ିଆ ବୁଦ୍ଧିଜୀବୀଙ୍କ ଆନ୍ତର୍ଜାତିକ ସଂଗଠନ ଓଡ଼ିଶା ପଜିଟିଭ୍ ପକ୍ଷରୁ ବ୍ୟବସ୍ଥା କରିଛି। ଓଡ଼ିଶାର ଯେ କୌଣସି ଅଞ୍ଚଳର କୋଭିଡ୍‌ ଆକ୍ରାନ୍ତ ମୋବାଇଲ୍ ୦୯୬୬୭୩୦୮୭୭୭ ନମ୍ବରକୁ ଏକ ମିସ୍ କଲ୍ କରିବେ। ଏହାପରେ ଅନୁଷ୍ଠାନ ପକ୍ଷରୁ ତୁରନ୍ତ ତାଙ୍କୁ କଲ୍ କରାଯିବ ଏବଂ ପରିସ୍ଥିତିର ଗମ୍ଭୀରତା ଅନୁସାରେ ପ୍ରାଥମିକ ଡାକ୍ତରୀ ପରାମର୍ଶ ପାଇଁ ଜଣେ ଡାକ୍ତରଙ୍କ ସହିତ ଫୋନରେ ସମ୍ପର୍କ କରାଇଦିଆଯିବ। ଏହି ସେବା ପ୍ରତିଦିନ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ।
ଏହିପାଇଁ ଅନୁଷ୍ଠାନ ପକ୍ଷରୁ ମେଡଟେଲ୍ ନାମକ ଏକ ଡାକ୍ତରୀ ସଂସ୍ଥା ସହ ରାଜିନାମା କରିଥିବାର ସୂଚନା ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା