Masthead

ଗାନ୍ଧି ପରିବାର ରାଏବରେଲୀକୁ ନିଜ ସମ୍ପତ୍ତି ଭାବୁଛନ୍ତି : ପ୍ରଧାନମନ୍ତ୍ରୀ ମୋଦି

ରାଏବରେଲୀ(ବଡ଼ ଖବର ବ୍ୟୁରୋ): କଂଗ୍ରେସ କୁ ରାଏବରେଲୀରୁ ମୋଦିଙ୍କ ଟାର୍ଗେଟ । ରାଏବରେଲୀ ଆସନକୁ ସୋମାନେ ନିଜ ପରିବାରର ସମ୍ପତ୍ତି ବୋଲି ଭାବୁଛନ୍ତି ବୋଲି କହି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାମସେଦପୁରରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ସୋନିଆ ଗାନ୍ଧି ରାଏବରେଲୀରେ ପ୍ରଚାର ସମୟରେ କହିଛନ୍ତି, ରାଏବରେଲୀକୁ ପୁଅକୁ ସମର୍ପିତ କରୁଛନ୍ତି । ଦୀର୍ଘଦିନ ଧରି ସେଠାରେ କାମ କରୁଥିଲେ ମଧ୍ୟ ଜଣେ ହେଲେ ଦଳୀୟ କର୍ମୀଙ୍କୁ ପାଇଲେନି ବୋଲି କହିଛନ୍ତି, । ସେ ଆହୁରି କହିଛନ୍ତି, “କୋଭିଡ ପରେ ବି ସୋନିଆ ଗାନ୍ଧି ଥରେ ହେଲେ ତାଙ୍କ ନିର୍ବାଚନମଣ୍ଡଳୀ ପରିଦର୍ଶନ କରିନଥିଲେ, ବର୍ତ୍ତମାନ ପୁଅ ପାଇଁ ଭୋଟ୍ ମାଗୁଛନ୍ତି । ସେମାନେ ଏହି ଆସନକୁ ତାଙ୍କ ପରିବାରର ସମ୍ପତ୍ତି ବୋଲି ଭାବୁଛନ୍ତି।”

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା