Masthead

ଜବର ଦଖଲ ଉଛେଦ ଦାବିରେ ଆରଆଇ ଏଫିସ ଘେରାଉ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଧିନ ବଜରାପୁର ପଞ୍ଚାୟତ ଷଣ୍ଢଗଡା ନାୟକ ସାହିରେ କିଛି ଲୋକ ସର୍ବସାଧାରଣ ରାସ୍ତାକୁ ଦୀର୍ଘଦିନ ହେବ ଅବରୋଧ କରିଛନ୍ତି । ଫଳରେ ସାହିକୁ ଜରୁରୀ କାଳୀନ ସେବା ପହଞ୍ଚି ପାରୁ ନାହଁ । ଏମିତିକି ରୋଗି ବାହାଘର ଆମୁଲାନ୍ସ ଏବଂ ପକ୍କାଘର କାର୍ୟ୍ୟ କରିବାକୁ ହେଲେ ୨କିମି ରାସ୍ତାରେ ସେମାନଙ୍କୁ ସଙ୍ଗୀଭାରରେ ନେବାକୁ ପଡୁଛି । ଏନେଇ ଷଣ୍ଢଗଡା ଗ୍ରାମରେ ନାୟକ ସାହିର ୫୦ରୁ ଅଧିକ ପରିବାର ରାସ୍ତା ଜବର ଦଖଲ କାରି ମାନଙ୍କ ନାମରେ ତହସିଲଦାରଙ୍କ ପାଖରେ ଆଜକୁ ୧ମାସରୁ ଅଧିକ ହେବ ଅଭିଯୋଗ କରି ସାରିଥିଲେ ମଧ୍ୟ ଏହାକୁ କର୍ଣ୍ଣପାତ କରୁ ନାହାନ୍ତି ଚାନ୍ଦବାଲି ତହସିଲଦାର । ଏନେଇ ଷଣ୍ଢଗଡା ନାୟକ ସାହିରେ ୫୦ରୁ ଅଧିକ ପରିବାର ଘଣ୍ଟେଶର ଆର ଆଇ ଅଫିସ ଆଗରେ ଧାରଣା ଦେଇଛନ୍ତି ଦୀର୍ଘ ୮ଘଣ୍ଟା ହେବ ଆମରଣ ଅନଶନରେ ବସିଥିବା ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ