Before Header

ଟଙ୍କା ଲୋଭରେ ୨ବର୍ଷର ପୁଅକୁ ବିକିଦେଲା ଵାପ

0 17

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ):୨ବର୍ଷର ପୁଅକୁ ବିକିଦେଲା ଵାପ । କେଇଟା ଟଙ୍କା ଲୋଭରେ ୨ବର୍ଷର ପୁଅକୁ ବାପା ବିକି ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜାମୁଝାଡ଼ି ଅଞ୍ଚଳରେ । ଜଣେ ବାପା ନିଜ ଜନ୍ମ କଲା ୨ ବର୍ଷର ଶିଶୁପୁତ୍ରକୁ ମାତ୍ର ୧୮ ହଜାର ଟଙ୍କାରେ ବିକି ଦେଇଥିବା ସମସ୍ତଙ୍କୁ ଚକିତ କରିଛି । ଶିଶୁ ପୁତ୍ରକୁ ବିକ୍ରି କରିଥିବା ବାପା ନାଁରେ ମା ଭଦ୍ରକ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.